Odia News Portal

ମିକାଙ୍କ ପରେ ସଲମାନ ହୋଇପାରନ୍ତି ବ୍ୟାନ

ମିକା ସିଂହଙ୍କ ପରେ ଏବେ ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ। ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (ଇଓଉଡଇ) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ୠଡଓଉଋ) ବ୍ୟାନ୍…

ଫେରାର ହେଲେ ପି.ଚିଦାମ୍ୱରମ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦା୍ବରଙ୍କୁ ଖୋଜୁଛି ସିବିଆଇ । ସନ୍ଧ୍ୟା ସମୟରେ ସିବିଆଇର ଟିମ୍ ଚିଦାମ୍ବରଙ୍କ ବାସଭବନରେ ପହଞ୍ଚିଥିଲେ । ହେଲେ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ । ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ଗିରଫ…

ଏହି ଅଭିନେତ୍ରୀଙ୍କୁ ଧକ୍କା ମାରି ଘରୁ ତଡ଼ି ଦେଇଥିଲେ ତାଙ୍କ ଶାଶୁ

ବଲିଉଡ ଜଗତରେ ବିବାହ ଏବଂ ବିଚ୍ଛେଦ ଲାଗି ରହିଥାଏ । ଆଉ ଏହି ବିବାହ ଏବଂ ବିଚ୍ଛେଦକୁ ନେଇ କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।ତେବେ ଅସନ୍ତୁ ଜାଣିବା ଅଭିନେତ୍ରୀ ରେଖାଙ୍କ ବିବାହ ଏବଂ ବିଚ୍ଛେଦ ବିଷୟରେ । ଅଭିନେତ୍ରୀ ରେଖା ଅଭିନେତା ବିନୋଦ ମେହେରାଙ୍କୁ କଲିକତାରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ

ମୁମ୍ବାଇ () ବିବାହ ବନ୍ଧନରେ ବାନ୍ଧି ହେବେକୁ ଯାଉଛନ୍ତି ଅଭିନେତା ଆଦିତ୍ୟ ରୟ କପୁର। ଗର୍ଲଫ୍ରେଣ୍ଡ୍ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ । ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦିଭା ଜଣେ ଫ୍ୟାଶନ୍ ଡିଜାଇନର୍। ସେ…

ଏଣିକି ରାଜ୍ୟରେ ଯେକୌଣସି ସ୍ଥାନରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ

ଭୁବନେଶ୍ବର () ରାସନକାର୍ଡ଼ଧାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ବ୍ୟବସ୍ଥାକୁ ରାଜ୍ୟ ସରକାର ମଧ୍ୟ ଲାଗୁ କରିବେ । ଫଳରେ ଦେଶର ସବୁ ଅଞ୍ଚଳରେ ରାସନ କାର୍ଡ଼ ବ୍ୟବହାର କରିପାରିବେ ହିତାଧୀକାରୀ । ଖୁବଶୀଘ୍ର ସାରା ଦେଶରେ ଲାଗୁ ହେବାକୁ ଯାଉଛି ଗୋଟିଏ…

ଅସୁସ୍ଥ ଅଛନ୍ତି ବିଗ ବି

ମୁମ୍ବାଇ ()  ପ୍ରତିଦିନ ଫିଟ୍ ଏବଂ ଆକ୍ଟିଭ ଦେଖାଯାଉଥିବା ଅମିତାଭଙ୍କ ୭୫ ପ୍ରତିଶତ ଯକୃତ ଖରାପ ହୋଇଯାଇଛି । ସେ ଏବେ ୨୫ ପ୍ରତିଶତ ଠିକ୍ ଥିବା ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । ଏକ କାର୍ୟ୍ୟକ୍ରମ ସମୟରେ ବିଗ୍ ବି ନିଜେ ଏହି ସତ୍ୟତାର ପର୍ଦ୍ଦାଫାସ୍ କରିଛନ୍ତି । ବିଗ୍ ବି କହିଥିଲେ କି,…

କୋର୍ଟକୁ ଟଣାହେବେ ପପୁ

ଭୁବନେଶ୍ୱର()  ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପୋଷ୍ଟରରେ ବିବାଦୀୟ ହୋଇପଡିଥିବା ପପୁ ପମପମ ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଫସିବାରେ ଲାଗିଛନ୍ତି । ପୋଲିସ ତଦନ୍ତର ସମ୍ମୁଖିନ ହେବାକୁ ଯାଉଥିବା ପପୁ ପମପମ ଏବେ ପୁଣି ଆଥଲେଟ ଦୂତି ଚାନ୍ଦଙ୍କ ପକ୍ଷରୁ ଏକ ମାନହାନି ମକଦମାର ମଧ୍ୟ ସମ୍ମୁଖୀନ…

ବାତ୍ୟା ଫନି ପାଇଁ ୩,୩୩୮ କୋଟି

ଓଡିଶାକୁ ଫନି ସହାୟତ ଦେଲେ କେନ୍ଦ୍ର ସରକାର । ଓଡିଶାକୁ ୩୩୩୭ କୋଟିର ମିଳିବ ସହାୟତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ୟ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା…

ଇମ୍ରାନଙ୍କ ଦକ୍ଷତା ଓ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପତ୍ନୀ

କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ ବୋଲି ି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ…

୫ ଦିନରେ ୧୦୦ କୋଟି

ମୁମ୍ବାଇ ()   ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ମିଶନ ମଙ୍ଗଲ’।ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି । ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା,…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.