Odia News Portal

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ଦମ କେତେ ଆସନ୍ତୁ ଜାଣିବା

 ପ୍ରଥମ ସେମିଫାଇନାଲରେ ପଏଣ୍ଟ ଟେବୁଲ ଟପ୍‌ ଟିମ୍‌ ବନାମ ପଏଣ୍ଟ ଟେବୁଲର ଲାଷ୍ଟ ଟିମ ସହ ଲଢ଼େଇ । ଏମିତି ପରିସ୍ଥିତିରେ ଆଉ ଥରେ ବିଶ୍ବ ବିଜେତା ହେବା ପାଇଁ ଟିମ୍‌ ଇଣ୍ଡିଆକୁ ଆଉ ଦୁଇ ପାଦର ଅପେକ୍ଷାଟ୍ଟ ପୁଣି ଥରେ କମ୍ପିବ ଆଇକନିକ ଏମିରେଟସ୍‌ ଓଲ୍ଡ ଟ୍ରାଫଡ ଷ୍ଟାଡିୟମ। ମାଞ୍ଚେଷ୍ଟରରେ ଜଲୱା…

ଛୁଟୁଛି ଇସ୍ତଫାର ସୁଅ

ବେଙ୍ଗାଲୁରୁ()  କଂଗ୍ରେସର ୧୦ ଏବଂ ଜେଡିଏସ୍ ର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ । ବିଧାୟକଙ୍କ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ୨୨ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…

ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନୀ ହେବେ କଳା ତାଳିକାଭୁକ୍ତ

ଭୁବନେଶ୍ବର () ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡିଶା ମେଡିକାଲ…

ଆଜି ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ()  ଆଜି ହେରା ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଥିବା ମା ଲକ୍ଷ୍ମୀ ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ…

ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚିତ: ଜିଲ୍ଲା ସଭାପତି

ପାଟକୁରା()  ଆଜି ନବୀନ ନିବାସରେ ପାଟକୁରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ସାବିତ୍ର…

ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାରକୁ ବନ୍ଦ କର

ଭୁବନେଶ୍ବର (): ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି । ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ  ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ…

ସାହିତ୍ୟ ପତ୍ରିକା ‘ପ୍ରତିଶ୍ରୁତି’ ଉନ୍ମୋଚିତ

ଭବନେଶ୍ୱର ( ଚକ୍ରଧର ମାଝି ) : ଓଡିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ୟୁନିଟ୍ ୯ ସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ୍ ରବି ଗାନ୍ଧୀ ସାହିତ୍ୟର…

ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଂଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ( ଚକ୍ରଧର ମାଝି ) : ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଂଗଠନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ୟୁନିଟ୍ ୩ ସ୍ଥିତ ଅନ୍ଧମୁକ ବଧିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିଜୟ ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

ପାଇକ ସ୍ମାରକୀ ପାଇଁ ଖୋର୍ଦ୍ଧା ମଉଜାରେ ୬.୫୬୦ ଏକର ଜମି ଚିହ୍ନଟ

ଭୁବନେଶ୍ୱର : ଖୋର୍ଦ୍ଧାର ବରୁଣେଇ ପାହାଡ ତଳେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିବାକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ବରୁଣେଇ ପାହାଡରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିବାରୁ ପାହାଡ ପାଦଦେଶରେ ୫୦ଏକର ଜମି ପାଇଁ…

ନେତୃତ୍ୱ ବିହୀନ କଂଗ୍ରେସ

ଭୁବନେଶ୍ୱର()   ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ନିର୍ଣ୍ଣାୟକ ଭାବେ ହଟିଯିବା ପରେ ଏବେ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ କିଏ ହେବ, ସେ ପ୍ରଶ୍ନ ମୁଣ୍ଡଟେକିଛି । ନୂଆ ଅଧ୍ୟକ୍ଷ ଶୀଘ୍ର ନିର୍ବାଚନ ପାଇଁ କଂଗ୍ରେସ ୱାର୍କିଂ କମିଟିକୁ ଅନୁରୋଧ କରିଛନ୍ତି ରାହୁଲ । ସେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.