Odia News Portal

ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା । ଜମ୍ମୁ ବେସ୍ କ୍ୟାମ୍ପରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ପହଲଗାମ ମାର୍ଗ ଓ ଗାନ୍ଦେରବେଲ ଜିଲ୍ଲାର ବାଲଟାଲ ମାର୍ଗରୁ ଆରମ୍ଭ ହୋଇଛି । ଏଠାରୁ ବାହାରୁଥିବା ଶ୍ରଦ୍ଧାଳୁ…

ଆକ୍ସନ ମୁଡ୍‌ରେ ବିଧାୟକ ! ବସଷ୍ଟାଣ୍ଡ କିଛି ସମୟ ପାଇଁ ପାଲଟିଗଲା କାର୍ଯ୍ୟାଳୟ

ନୟାଗଡ଼ : ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା। ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା। ଆଜି ଏମିତି କିଛି ଦୃଶ୍ୟ…

ଆପଣାନ୍ତୁ ଏହି ୫ଟି ଟିପ୍ସ ; କଳା ଓଠ ହେବ ଗୋଲାପି

ମୁହଁର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଓଠ । ଓଠ କଳା ପଡିବା ଦ୍ବାରା ମୁହଁର ସୌନ୍ଦର‌୍ୟ୍ୟ ନଷ୍ଟ ହୋଇଥାଏ । ଓଠ କଳା ହେବାର ବିଭିନ୍ନ କାରଣ ରହିଛି । ଜୀବନଶୈଳୀରେ ପରିବର୍ତ୍ତନ, ସୂର‌୍ୟ୍ୟ କିରଣର ପ୍ରଭାବ, କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର ଏବଂ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ…

ରଥଯାତ୍ରା ପୂର୍ବରୁ ପୁରୀରେ ଆତଙ୍କ, ଗୁଳିମାଡରେ ଵ୍ୟଵସାୟୀ ଗୁରୁତର

ପୁରୀ : ରଥଯାତ୍ରା ପୂର୍ବରୁ ପୁରୀରେ ଗୁଳିମାଡ଼। ସ୍ୱର୍ଗଦ୍ୱାର ନିକଟ ଗୌଡ଼ବାଡ଼ ସାହିରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ସୁକାନ୍ତ ସାହୁ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଛାତିରେ ଗୁଳିମାଡ଼ ହୋଇଛି। ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼…

ଆଜି ଭାରତ-ଇଂଲଣ୍ଡ ଲଢେଇ, ଭାରତର ସେମି ଆଶା ଓ ଇଂଲଣ୍ଡର ଜିଇଁବା ଚିନ୍ତା

ସୁପରସଣ୍ଡେରେ ସୁପର ମୁକାବିଲା । ବିଶ୍ୱକପ କ୍ରିକେଟରେ ଆଜି ଭାରତ-ଇଂଲଣ୍ଡ ଲଢେଇ । ବର୍ମିଂହାମରେ ମୁହାଁ ମୁହିଁ ହେବେ ଦିନିକିଆରେ ବିଶ୍ୱର ଏକ ନମ୍ବର ବନାମ ବିଶ୍ୱକପର ପାଞ୍ଚ ନମ୍ବର ଟିମ । ସିରିଜରେ ଅପରାଜୟ ଥିବା ମେନ୍ ଇନ ବ୍ଲ୍ୟର ପଲ୍ଲା ଭାରୀ ରହିଛି । ନ୍ୟୁଜଲାଣ୍ଡ ମ୍ୟାଚ ଛାଡି…

ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ …

ପୁରୀ : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ ।  ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ…

୨୦ ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ

କଟକ : ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ  ପ୍ରତିଯୋଗିତା  ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ…

ବିଶ୍ବ ୟୁନିଭରସିଟି କ୍ରୀଡାରେ ଧ୍ବଜା ଧରିବେ ଦୂତୀ

ଭୁବନେଶ୍ବର ( ଚକ୍ରଧର ମାଝି ) : ଇଟାଲିର ନାପୋଲିରେ ଅନୁଷ୍ଠିତ ହେବ ୩୦ତମ ଓ୍ଵାଲର୍ଡ ୟୁନିଭରସିଟି ଗେମ୍-୨୦୧୯ । ପ୍ରତିଯୋଗିତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବା ସହ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ କିଟ୍ ଛାତ୍ରୀ ଦୂତୀ ଚାନ୍ଦ । ସେହିପରି ୧୫୦ ଜଣ ଭାରତୀୟ ଆଥଲେଟ…

ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଆମର ଟାର୍ଗେଟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର ( ଚକ୍ରଧର ମାଝି ) : ଭାରତୀୟ ବକ୍ସିଂ ଦୁନିଆର ଅନ୍ୟତମ ସଫଳ କୋଚ୍‍ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି ଏବଂ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଶନିବାର ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଓଡ଼ିଶା କ୍ରୀଡ଼ା…

ରାତି ଅଧରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରେ ଶୁକ୍ରବାର ରାତିରେ ଘଟିଛି ଏହି  ବର୍ବରକାଣ୍ଡ । ଗାଁର ଜଣେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶି ୩ ଜଣ ଦୁର୍ବୃତ୍ତ ଏହି ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି ।  ତେବେ ଦୁର୍ବୃତ୍ତଙ୍କ  ମାଡରେ ଗୁରୁତର ଆହତ ହୋଇ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.