ଆଜିଠୁ କମିବ ଶୀତ, ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ
ଆଜିଠୁ ବଢ଼ିବ ପାରଦ, କମିବ ଶୀତ । ଆଜିଠୁ ୪ ଦିନ ରାଜ୍ୟରେ ଶୀତ କମିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତାପମାତ୍ରା ବଢ଼ିବା ସହ ଶୀତ କମିବ ।
ରାତିର ତାପମାତ୍ରା ୧୪ ଡିଗ୍ରୀ ମଧ୍ୟରେ ରହିବା ଆକଳନ କରାଯାଇଛି…
