ଆଶାଦିଦି ଶିବାନୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ପ୍ରଶଂସା ବି କଲେ
ବାତ୍ୟା ‘ଦାନା’ ପାଇଁ ବୟସ୍କା ମହିଳାଙ୍କୁ ନିଜ ପିଠିରେ ବୁହାଇ ଆଶ୍ରୟସ୍ଥଳୀକୁ ନେଇଥିବା କେନ୍ଦ୍ରାପଡ଼ାର ରାଜନଗର ଅଂଚଳର ଆଶାଦିଦି ଶିବାନୀ ମଣ୍ଡଳଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ!-->…
