Odia News Portal

ଦାମଙ୍କ ନୂଆ ଦଳ : ବିଜୁ ସମତାକ୍ରାନ୍ତି

ଭୁବନେଶ୍ବର () : ଶେଷରେ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ତାଙ୍କର ନୂଆ ଦଳ ନାଁ ଘୋଷଣା କରିଛନ୍ତି । ସେ ମଧ୍ୟ ନିଜକୁ ବିଜୁଙ୍କ ଉତ୍ତାରାଧିକାରୀ ସୂତ୍ରରେ ଭୋଟରଙ୍କ ଆଗରେ ଉପସ୍ଥିତ କରିବେ । ଏଥିପାଇଁ ବିଜୁଙ୍କ ନାଁରେ ଦଳ ଗଠନ କରିଛନ୍ତି । ନାଁ ଦେଇଛନ୍ତି, ବିଜୁ…

ଅଫିସରେ କାମ କରୁଥିବା ସମୟରେ ନିଦ ଲାଗୁଛି କି ?

ଅଫିସ୍ରେ କାମ କରୁଥିବାବେଳେ କିଛି ଲୋକଙ୍କୁ ଅଧିକାଂଶ ସମୟ ନିଦ ଲାଗିଥାଏ। ଆଉ କିଛି ବ୍ୟକ୍ତିଙ୍କୁ ଛୁଟିରୁ ଫେରିବା ପରେ ହିଁ ଅଫିସ୍ରେ ଅଧିକ ଥକ୍କା ବା ନିଦ ଲାଗେ। ଏହି କାରଣରୁ ଅନେକଙ୍କୁ ଲଜ୍ଜା ଅନୁଭବ ମଧ୍ୟ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଅଫିସ୍ରେ ଏପରି ନିଦ ଲାଗିବା…

ଗୁପଚୁପ ଦେହ ପାଇଁ ହିତ ଜାଣନ୍ତି କି?

ଉଣା ଅଧିକେ ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି। ବିଶେଷ କରି ମହିଳାମାନେ ଗୁପଚୁପ୍କୁ ଅଧିକ ପସନ୍ଦ କରନ୍ତି। ଗୁପଚୁପ୍ ନାଆଁ ଶୁଣିବା ମାତ୍ରେ ସେମାନଙ୍କ ପାଟିରୁ ଲାଳ ବାହାରିଯାଏ। ହେଲେ ଆପଣ କ’ଣ ଜାଣନ୍ତି ଯେ ଗୁପଚୁପ୍ କେବଳ ପାଟିକୁ ସୁଆଦିଆ ଲାଗେ,ତା ନୁହେଁ ବରଂ ଏହା ଶରୀର ପାଇଁ ବି ହିତକାରକ।…

ବିବାହ ପାଇଁ ଆଉ ରହିଲା ୪ଦିନ

ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ୧୪-୧୫ ନଭେମ୍ବରରେ ହଟେଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଯୋଡି ହଟେଲୀକୁ ଯିବା ପାଇଁ ବାହାରି ସାରିଲେଣି। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଦୁହେଁ ହାତରେ ହାତ ଧରି ଯିବାର ନଜର ଆସିଥିଲେ। ଦୁହେଁ ଧଳା ରଙ୍ଗର ପୋଷାକ ପରିଧାନ…

ଏସ୍ବିଆଇରେ ଜଳିଲା ନିଆଁ

ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଆଜି ଭୋର୍ ପ୍ରାୟ ୫ଟା ବେଳେ ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ଖବର ପାଇବା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ…

ମେଥି ଡାଇବେଟିସ୍କୁ ନିୟନ୍ତ୍ରଣ କରେ ଜାଣନ୍ତି କି ?

ଡାଇବେଟିସ୍ ଯୋଗୁ ପ୍ରତିବର୍ଷ ପୃଥିବୀରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୩୦ ମଧ୍ୟରେ ଡାଇବେଟିସ୍ ଦୁନିଆର ୭ମ ବଡ଼ ଜୀବନନାଶକ ରୋଗରେ ପରିଣତ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଡାଇବେଟିସ୍ ଏପରି ଏକ ସ୍ଥାୟୀ ରୋଗ, ଯାହା ଶରୀରର ବ୍ଲଡ୍ରେ ସୁଗାର୍ର ସ୍ତରକୁ ବଢ଼ାଇଥାଏ। ଯଦି…

ପୁଣି ବଢିଲା ସିଲିଣ୍ଡର ଦର

ଚଳିତ ମାସରେ ୨ୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର ବଢିଛି । ସରକାର ଏଲପିଜି ଡିଲର କମିଶନ ବଢାଇବା କାରଣରୁ ସିଲିଣ୍ଡର ପିଛା ୨ଟଙ୍କା ବଢିଛି । ଏହା ଫଳରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ସବସୀଡିଯୁକ୍ତ ସିଲିଣ୍ଡରର ଦାମ ୫୦୭.୪୨ ଟଙ୍କାରେ ପହଞ୍ଚିଛି । ଏପଟେ ପେଟ୍ରୋଲ ଡିଜେଲ ଦାମ କିଛି…

ଟିକେଟ ନପାଇ ବିଶ ପିଲେ କଂଗ୍ରେସ ନେତା

ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ଟିକେଟ ବଣ୍ଟନକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଏପରିକି ଟିକେଟ ନ ମିଳିବାରୁ କିଛି ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ଆଉ ଏଭଳି ସ୍ଥିତିରେ କଂଗ୍ରେସର ଜଣେ ନେତାଙ୍କୁ ଟିକେଟ ନ ମିଳିବାରୁ…

ମହିଳା ଟି-୨୦ ବିଶ୍ୱକପରେ ୩୪ ରନରେ ଟିମ୍ ଇଣ୍ଡିଆ ଜିତିଲା

ଆଇସିସି ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ବିଜୟ ସହ ଦମଦାର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ହରମନପ୍ରୀତଙ୍କ ନେତୃତ୍ୱରେ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରିଛି ଭାରତ । ହରପମନପ୍ରୀତଙ୍କ ଧୂଆଁଧାର ବ୍ୟାଟିଂ ଓ ହେମଲତା ଓ ପୁନମଙ୍କ ଶାଣିତ ବୋଲିଂ…

୭୦ ହାତୀ ପଲଙ୍କ ଉତ୍ପାତ

ରାଜ୍ୟର ଦୁଇଟି ପ୍ରମୁଖ ଅଂଚଳରୁ ଦୁଇଟି ହାତୀ ପଲଙ୍କ ଉତ୍ପାତର ଚିତ୍ର । ବାରିପଦା ରାସଗୋବିନ୍ଦପୁର ରେଂଜ ଅଂଚଳକୁ ପଶି ଆସିଛନ୍ତି ବିରାଟ ହାତୀପଲ । ଫୁଲଝରି ଓ ବ୍ରାହ୍ମଣୀ ଅଂଚଳରେ ଏହି ହାତୀ ପଲ ଉତ୍ପାତ ଚଳାଇଛନ୍ତି । ପ୍ରାୟ ୭୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ପଟୁ ପଶି ଆସିଥିବା ସୂଚନା ରହିଛି ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.