ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ
ଅନୁଗୋଳ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିବାର ଦେଖିବାକୁ ମିଳିଛି । ନିଆଁରେ ୨୦ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସୂଚନା ଅନୁଯାଇ , ଆଜି ଦିନ ପ୍ରାୟ ସାଢେ!-->…
