Odia News Portal

ପୁଣି ଓଲିଉଡ୍ରେ ମି-ଠୁ

ଓଲିଉଡ୍ ଅଭିନେତ୍ରୀ ଏଲ୍ସା ଘୋଷ ଆଣିଲେ ସଙ୍ଗୀନ୍ ଅଭିଯୋଗ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ୟାତନା ଅଭିଯୋଗ ଆଣିବା ସହ ତାଙ୍କୁ ଖୁବ୍ ବର୍ଷିଛନ୍ତି ଏଲ୍ସା ଘୋଷ।ଏହି ଘଟଣା ରାଜଧାନୀର ନାମି ହୋଟେଲରେ ଘଟିଥିବା ଜଣାପଡ଼ିଛି। ଅଭିନେତ୍ରୀ ଏଲ୍ସା ସିଧାସଳଖ ନିର୍ଦ୍ଦେଶକ ଦିଲୀପ…

କୋଣାର୍କ ସୁରକ୍ଷା ନେଇ ବଢୁଛି ଉଦବେଗ

ଭୁବନେଶ୍ୱର () ବିଶ୍ୱ ପ୍ରସିଦ୍ଧି କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଦାୟିôବ କେବଳ କଣ ଭାରତୀୟ ପ୍ରତ୍ନତôବ ବିଭାଗର? ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଦିଗରେ ଏତେ ଖାମଖିଅ ।ଲ କାହିଁକି? ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ହୋଇଯାଉଛି, ଅଥଚ ରାଜ୍ୟ ସଂସ୍କୃତି ବିଭାଗ…

ଲମ୍ବା ସମୟ ଯବାନ୍ ରହିବାକୁ ଚାହୁଁଛନ୍ତି କି ? କ୍ଷୀରରେ ମିଶାନ୍ତୁ …

ସମସ୍ତେ ଚାହିଁଥାନ୍ତି ଅଧିକ ସମୟ ଯାଏ ଯବାନ୍ ଦେଖାଯିବା ପାଇଁ । ଯାହା ପାଇଁ ଲୋକ ମାନେ ଯୋଗ, ବ୍ୟାୟାମ ଓ ଓୗଷଧର ସାହାରା ନେଇଥାନ୍ତି । ଏହା ଛଡା ନଜେ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିଥାନ୍ତି । କିନ୍ତୁ ସମସ୍ତଙ୍କ ପାଇଁ ବ୍ୟସ୍ତ ଜୀବନରେ ଏ ସବୁ କରିବା ସମ୍ଭବ ହୋଇନଥାଏ । ଯଦି ଆପଣ ଅଧିକ…

ମହିଳାଙ୍କ ସିକ୍ରେଟ୍ , ସ୍ବାମୀ ବି…

ଆପଣ କିଛି ଲୋକଙ୍କ ଠାରୁ ମଜାରେ ମଜାରେ ଶୁଣିଥିବେ, ଝିଅ ମାନଙ୍କୁ ଆଜି ଯାଏ ଭଗବାନ ବି ବୁଝି ନାହାନ୍ତି । ଏହି କଥାଟି ଅସଲ ଜୀବନରେ ମଧ୍ୟ ଘଟିଥାଏ । କ’ଣ ଆପଣ ଜାଣିଛନ୍ତି, ଜୀବନ ସହ ଜଡିତ ଏହି ୪ଟି ଗୁପ୍ତ କଥା ଯାହାକୁ ଯେକୌଣସିବି ସ୍ତ୍ରୀ ନିଜର ସ୍ବାମୀଙ୍କ ପାଖରୁ ଲୁଚାଇଥାନ୍ତି । •…

ରସଗୋଲା ଖାଇଲେ ସୁସ୍ଥ ରହିବେ, ଜାଣନ୍ତୁ …

ସ୍ବାଦିଷ୍ଟ ମିଠା ଅନେକ ପ୍ରକାରର ରହିଥିଲେ ମଧ୍ୟ ରସଗୋଲା ସବୁଠାରୁ ଭିନ୍ନ। ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ରହିଥାଏ। କିନ୍ତୁ ମିଠା ନାଁ ଶୁଣିବା ମାତ୍ରେ ଶରୀର ପ୍ରତି ସଜାଗ ବ୍ୟକ୍ତି ଏହା ଖାଇବାକୁ ପସନ୍ଦ କରିନଥାନ୍ତି। ଆଜି ଆମେ ରସଗୋଲା ପ୍ରେମୀଙ୍କ ପାଇଁ ଆଣିଛୁ ଖୁସି ଖବର।…

ଟ୍ରେନ୍ ନେଲା ଦୁଇଟି ବାଘ ଛୁଆଙ୍କ ଜୀବନ

ଏବେ ଦେଶର ଚାରିଆଡ଼େ ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଗତକାଲି ଓଡ଼ିଶାରେ ଏକ ବାଘର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ଦୁଇଟି ବାଘ ଛୁଆଙ୍କ ଜୀବନ ଯାଇଛି। ଏହି ଦୁଇ ବାଘ ଛୁଆଙ୍କୁ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ଦେବାରୁ ସେମାନଙ୍କୁ ମୃତ୍ୟୁ…

ହକି ପାଇଁ ହତାସ

କଳିଙ୍ଗ୍ ଷ୍ଟାଡିୟମରେ ଟିକେଟ୍ ପାଇଁ ଉତ୍ତେଜନା । ଟିକେଟ୍ ପାଇବା ପାଇଁ ଲୋକେ ଘଂଟା ଘଂଟା ଅପେକ୍ଷା କରିଥିଲେ ହେଲେ ଟିକେଟ ମିଳିନଥିଲା । ଟିକେଟ୍ ନପାଇବାରୁ ୯ନମ୍ବର ଗେଟ୍ ନିକଟରେ ଥିବା ଟିକେଟ୍ କାଉଁଟର ଭଙ୍ଗାରୁଜା କଲେ ହକିପ୍ରେମୀ । ଅବସ୍ଥା ଅଣାୟତ ହେବାରୁ ପୋଲିସ ହାଲକା ଲାଠିଚାର୍ଜ ମଧ୍ୟ…

ଚୋରାରେ ଗଞ୍ଜେଇ ଚାଲାଣ କରି ଜେଲ ଗଲେ କିରାଣୀ ବାବୁ

 ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କେନ୍ଦୁଝର ଦୌର ଜଜ୍ କୋର୍ଟଙ୍କ କିରାଣୀ ଗିରଫ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ଆଖି ବୁଜିଲା ମହାବଳ ମହାବୀର

ସାତକୋଶିଆରେ ଆଖି ବୁଜିଲା ମହାବଳ ମହାବୀର । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଣ୍ଡରେ ଇନଫେକ୍ସନ କାରଣରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ରେଞ୍ଜର ସୀମାନ୍ତ କୋର୍ ଏରିଆରେ ଠାବ ହୋଇଛି ମୃତଦେହ…

ଅଙ୍ଗୁରର ଉପକାରିତା

ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ସମସ୍ତେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁରରେ ଭରପୂର ମାତ୍ରାରେ ଭିଟାମିନ୍ ରହିଛି। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫ୍ୟାଟ୍, ମ୍ୟାଗ୍ନେସିୟମ, ସୋଡ଼ିୟମ, ଫାଇବର, ଭିଟାମିନ୍ ଏ, ସି, ଇ ଓ କେ,…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.