Odia News Portal

ମୁଖ୍ୟମନ୍ତ୍ରୀଙ୍କ ଡ୍ରୀମ ପ୍ରୋଜେକ୍ଟକୁ ବି ଛାଡିଲେନି ଯନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ମଧ୍ୟରେ ତାଙ୍କ ନାମରେ ଯେଉଁ କେତୋଟି ବଡ ସଫଳତା ରହିଛି ସେଥି ମଧ୍ୟରୁ ଗୋଟିଏ ହେଉଛି ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ । ଯେଉଁ କାମ ଅଶୀ ଦଶକରୁ କଂଗ୍ରେସ ନେତାମାନେ ଯେଉଁକାମ କରିପାରିନଥିଲେ ସେହି କାମକୁ ନବୀନ ପଟ୍ଟନାୟକ…

ଜିମ୍ରେ ଅଧିକ ସମୟ ବିତାଉଛନ୍ତି କି ?

ପୁରୁଷ ହୁଅନ୍ତୁ କି ମହିଳା ଆଜିକାଲି ଯାହାକୁ ଦେଖ ସମସ୍ତେ ଫିଟନେସ୍ ପାଇଁ ଜିମ୍କୁ ଧାଉଁଛନ୍ତି । କିଏ ଦୈନିକ ୪ଘଣ୍ଟା ତ ପୁଣି କିଏ ୬ ଘଣ୍ଟା ବିତାଉଛନ୍ତି ସେଠି । ସେମାନେ ମନେ କରୁଛନ୍ତି ଯେ ଏହାଫଳରେ ସେମାନେ ସ୍ଲିମ୍ ହେବା ସହିତ ଫିଟ୍ ବି ରହିବେ। ହେଲେ ସେମାନେ ଏହାର ଅସୁବିଧା ସଂପର୍କରେ…

ଗୋଲମରିଚରେ ଅଛି ଅନେକ ଔଷଧୀୟ ଗୁଣ ଜାଣନ୍ତି କି ?

ଅନେକ ଉପକାରୀ ଗୁଣର ସମାହାର ହେଉଛି ଗୋଲମରିଚ। ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ ହେଉଛି ଏହି ଗୋଲମରିଚ। ଆୟୁର୍ବେଦିକ ଗୁଣର ଭରପୂର ଥିବା ଏହି ଗୋଲମରିଚ ଆମକୁ ଅନେକ ରୋଗରୁ ମୁକ୍ତି ଦେଇ ଥାଏ। ତେବେ ଆସନ୍ତୁ ଜାଣିବା ଏହି ଗୋଲ ମରିଚକୁ କେମିତି ବ୍ୟବହାର କଲେ ଆମକୁ କେଉଁ ସବୁ ଫାଇଦା ମିଳେ ।…

କାନରେ ଚୁଟି ଉଠିଛି କି ? ହୃଦ୍ଘାତର ଆଶଙ୍କା…

କେତେକ ଲୋକଙ୍କ କାନରେ କେଶ ଉଡଠିଥାଏ। ଯଦି ଆପଣଙ୍କ କାନରେ କେଶ ନ ଥାଏ ଏବଂ ହଠାତ୍ କେଶ ଉଠିବା ଆରମ୍ଭ କରିଥାଏ,ତେବେ ଜାଣନ୍ତୁ ଦେହ ଅସୁସ୍ଥତା ହେବାକୁ ଯାଉଛି। ହଁ ଆପଣ ଅସୁସ୍ଥତା ଆଡ଼କୁ ଗତି କରୁଛନ୍ତି। ଏହା ଏକ ଗବେଷଣାରୁ ଜଣାଯାଇଛି। ଖାଲି ସେତିକି ନୁହେଁ କୌଣସି ମାରାତ୍ମକ ରୋଗର ଶିକାର ବି…

ପୁଅକୁ ହାଣିଲା ମା’

କେନ୍ଦୁଝର ଜିଲ୍ଲା ବହମେବାରି ଥାନା ଅନ୍ତର୍ଗତ ବେଲଦା ମୁଣ୍ଡା ସାହି ଗ୍ରାମରେ ମଦ୍ୟପ ପୁଅକୁ ତା ମା’ କୋଦାଳରେ ହାଣି ହତ୍ୟାକରିଥିବା ଏକ ଚାଂଚଲ୍ୟକର ଖବର ମିଳିଛି । ମଙ୍ଗଳବୁଣ୍ଡା ନାମକ ଏକ ଯୁବକ ପ୍ରତିଦିନ ମଦ ପି ମା’ ଓ ଭଉଣୀକୁ ପିଟାପିଟିକରି ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଇଛି ।…

ମହାନଦୀ ସହ ଆଉ ୩ ନଦୀ କୂଳରେ ହେବ ବୃକ୍ଷ ରୋପଣ

ଭୁବନେଶ୍ୱର--ରାଜ୍ୟର ସବୁ ପୌରାଂଚଳ ଗୁଡିକୁ ଏଲଇଡି ଲାଇଟରେ ସୁସଜ୍ଜିତ କରାଯିବ ବୋଲି ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳରେ ନିଷ୍ପତି ଗ୍ରହଣ କରାଯାଇଛି । ଏ ବାବଦରେ ରାଜ୍ୟ ସରକାର ୨୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି…

ଶ୍ରୀମନ୍ଦିର ଫଟୋ ଭାଇରାଲ ନେଇ ତନାଘନା

କଡ଼ା କଟକଣା ଏବଂ ପ୍ରଶାସନର କଡ଼ା ସୁରକ୍ଷା ସତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବା ନଜର ଆସୁଛି । ଆଜି ପୁଣି ଥରେ ଶ୍ରୀମନ୍ଦିର ଭିତରେ ଥିବା କୋଇଲି ବୈକୁଣ୍ଠର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ଭାଇରାଲ କରିଛନ୍ତି ଗୁଜୁରାତର ଜଣେ ପର‌୍ୟ୍ୟଟକ । ପର‌୍ୟ୍ୟଟକଜଣଙ୍କ…

ବିମୁନ୍ଦ୍ରୀକରଣ ବିରୋଧରେ କଂଗ୍ରେସର କଳାଦିବସ ପାଳନ

ବିମୁଦ୍ରାକରଣକୁ ଏହାରି ଭିତରେ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ମୋଦି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ, କୌଣସି ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇ ନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ମୁମ୍ବାଇ,ଦିଲ୍ଲୀ, ଚଣ୍ଡୀଗଡ଼, ହରିୟାଣା ଓ ଅନେକ ବଡ଼ ସହରରେ କଂଗ୍ରେସ ବିକ୍ଷୋଭ…

ଟାକ୍ସି ଭଳି ରାଜଧାନୀରେ ମିଳିବ ସାଇକେଲ

ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି । ଲୋକଙ୍କର ଦୈନନ୍ଦିନ ଜୀବନ ଶୈଳୀରେ ଏହା ଦ୍ୱାରା ପରିବର୍ତନ ଆସିବା ସହିତ ଭୁବନେଶ୍ୱରକୁ ଏକ ନୂଆ ରୁପରେ ଦେଖିବାକୁ ମିଳିବ । ଏଥିପାଇଁ ସ୍ମାର୍ଟସିଟି…

ତିଶଗଡରେ ମୋଦ-ରାହୁଲ ଛକାପଂଝା

ଛତିଶଗଡ ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା ହୋଇଛି । ଏଠାରେ ବିଜେପି ଓ କଂଗ୍ରେସ ଉଣେଇଶ ବିଶ୍ ଅବସ୍ଥାରେ ଥିବାରୁ ବିଜେପିର ରମଣ ସିଂ ସରକାର ପାଇଁ କଂଗ୍ରେସ ଦଳ ଏକ ବଡ ଚ୍ୟାଲେଂଜ ରୂପେ ଠିଆହୋଇଛି । ସେଥିପାଇଁ ପ୍ରଧାନ ମନ୍ତ୍ରୀ ଛତିଶଗଡ ନିର୍ବାଚନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.