Odia News Portal

ବାସନ ଚମକାଇବା ଟମାଟୋ ସସ୍, କେମିତି ପଢନ୍ତୁ

ଟମାଟୋ ସସ୍ ବା କେଚଅପ୍ ଖାଲି ଯେ ଖାଇବାର ସ୍ବାଦ ବଢ଼ାଇଥାଏ ତାହା ନୁହଁ ଏହା ଘରକୁ ସୁନ୍ଦର ଏବଂ ଚମକଦାର କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ମିଳିଥିଏ ଅନେକ ଭଲ ଗୁଣ। ଯାହା ବାସନରେ ରହିଥିବା ଦାଗରୁ ଦେଇଥାଏ ମୁକ୍ତି। ଆଜି ଆମେ ଚମାଟୋ ସସ୍ ବା କେଚଅପ ଦ୍ବାରା କିପରି ଘର ଚମକାଇବେ ତାହା…

୬ମାସ ପରେ ସୋନାଲି ଖୁସି

କିଛି ମାସ ପୂର୍ବେ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭାରତ ଫେରିଛନ୍ତି ।ସେ ଆମେରିକାର ନ୍ୟୁୟର୍କ ସହରରେ କରାଉଥିଲେ ନିଜର ଚିକିତ୍ସା । ଏଥିମଧ୍ୟରେ ସୋନିଲାଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ତାହା ବହୁ ସଂଖ୍ୟାକ ଭାଇରାଲ ମଧ୍ୟ ହୋଇଥିଲା।…

ସ୍ପେନ-ଫ୍ରାନ୍ସ ମ୍ୟାଚ ଡ୍ର

କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ୱ କପ ହକି ଆଜି ଫ୍ରାନ୍ସ –ସ୍ପେନ ତୀବ୍ର ପ୍ରତିଦ୍ୱ ହୋଇଥିଲା । ଏହି ମ୍ୟାଚ ୧-୧ ସହିତ ସମାପ୍ତ ହୋଇଥିଲା । ଫ୍ରାନ୍ସକୁ ଦମଦାର ଜବାବ ଦେଇଥିଲା ସ୍ପେନ । ଫ୍ରାନ୍ସ ପକ୍ଷରୁ ପ୍ରଥମେ ଗୋଲ ଦିଆଯାଇଥିଲା, ତେବେ ସ୍ପେନ ପକ୍ଷରୁ ଏକ ଗୋଲ ଦିଆଯାଇ ସ୍କୋରକୁ…

ଟ୍ରାନ୍ସପାରେଣ୍ଟ ନବୀନ, ଜଗିବ ପିଠା

ଭୁବନେଶ୍ବର () ପ୍ରଶାସନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସାଙ୍ଗକୁ ସ୍ବଚ୍ଛତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନୂଆ ଯୋଜନା ଘୋଷଣା କରିଛନ୍ତି ପିଠା । ଜନ ସଶକ୍ତିକରଣ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବକୁ…

ନବ ବିବାହିତା ପି୍ରୟଙ୍କା

ଯୋଧପୁର ଉମେଦ ଭବନରେ ଗତକାଲି ହିନ୍ଦୁ ରୀତି ନୀତି ଅନୁଯାୟୀ ଏହି ଦେଶୀ ଗାର୍ଲ ଓ ବିଦେଶୀ ବଏଙ୍କର ବିବାହ ହୋଇଥିଲା । ପୂର୍ବ ଦିନ ଉଭୟ ଖ୍ରୀଷ୍ଟିଆନ୍ ଧର୍ମ ଅନୁସାରେ ବାହା ହୋଇଥିଲେ । ବଲିଉଡ୍ର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ । ବରବଧୂ ଆଜି ସେଠାରୁ ଫେରିଛନ୍ତି । ଫେରିବା ବେଳେ…

ପୋଲିସ ଅସ୍ତ୍ରାଗାରରୁ ଚୋରୀର ତଦନ୍ତ

ସୁନ୍ଦରଗଡ ଜିଲ୍ଲା ପୋଲିସ ଅସ୍ତ୍ରାଗାରରୁ ଗୁଳି ଚୋରୀ ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଗିରଫ ବ୍ୟକ୍ତି ଜଣଙ୍କ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ଅସ୍ତ୍ରାଗାର ଗୁଳି ଓ ଅନ୍ୟାନ୍ୟ ମାଗାଜିନ କିଭଳି ଜୋରି ହେଲା ସେ ସମ୍ପର୍କରେ ନିଜେ ପଶ୍ଚିମାଂଚଳ ଡିଆଇଜି…

ମାଓ ସଂଗଠନରେ ମହିଳା କ୍ୟାଡରଙ୍କୁ ନିର୍ଯାତନା

ମାଓବାଦୀଙ୍କ ଦ୍ୱାରା ନିର୍ଯାତୀତ ହେବା ପରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମାଲକାନାଗିରି ଏସପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣଙ୍କ ୨୦୧୪ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା…

ରାକ୍ଷୀଙ୍କ ଆଉ ଏକ ଡ୍ରାମା

ଡିସେମ୍ବର ୩୧ରେ ଦୀପକ୍ ମଲାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ରାକ୍ଷୀ ସାୱନ୍ତ । ବିବାହ କାର୍ଡ ମଧ୍ୟ ଇନଷ୍ଟାଗ୍ରାମ୍ ପେଜରେ ସେୟାର୍ କରିସାରିଛନ୍ତି ରାକ୍ଷୀ । ତେବେ ରାକ୍ଷୀଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଧମି ନଥିବା ବେଳେ ଆଉ ଏକ ଝଟକା ଦେଇଛନ୍ତି ଡ୍ରାମା କୁଇନ୍ । ବିବାହ…

ମାଗଣା ୱାଇଫାଇର ବ୍ୟବହାର କରି କୁଲିରୁ ପ୍ରଶାସକ … ଜାଣନ୍ତୁ କେମିତି

କେରଳ () ସବୁ ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ଦୁଃଖଭରା ଇତିହାସ ରହିଛି । କିଏ ଆର୍ଥିକ ଅନାଟନ କିମ୍ବା ପ୍ରତିକୂଳ ସାମାଜିକ ସ୍ଥିତି ମଧ୍ୟରେ ସଂଘର୍ଷ କରି ସଫଳତା ପାଇଛି ତ କିଏ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ସଫଳତା ପାଇଛି । ଏମିତି କିଛି ବ୍ୟକ୍ତିଙ୍କ ମଧ୍ୟରୁ କେ.…

ଝାରସୁଗୁଡାରୁ ଉଡିବ ବିମାନ

ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଉଶା ପାଢି କହିଛନ୍ତି । ଆଜି ରାଜ୍ୟ ସଚିବାଳୟ ଠାରେ କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗର କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ସହିତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.