Odia News Portal

ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ: ୧୧୯ ତେଲେଙ୍ଗାନା ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ ଆଡ଼କୁ ଯିବା ପରେ…

ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ମାନେଶ୍ୱର ଛକଠାରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ଳଲିତ ନାୟକଙ୍କୁ ଆକ୍ରମଣ ହୋଇଛି । ମାନେଶ୍ୱର ଛକରେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଲଳିତଙ୍କ ମୁଣ୍ଡ ଫାଟିଯାଇଥିଲା। ପ୍ରଥମେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଆଠଗଡ଼: ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ହାତୀ…

ମୋଦି ଲହରରେ ଭଟ୍ଟା

ଭୁବନେଶ୍ୱର, (): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ବିଜେପି ଓ ଏହାର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁତ ଅଲଗା। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି ୩୦ବର୍ଷ ପରେ ନିଜ ଦମରେ ବହୁମତ ହାସଲ କରିବାର ଗୌରବ ସହିତ ସରକାର…

ହକି ବିଶ୍ୱକପ୍‌: ଆଜିଠାରୁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ ୧୪ତମ ସଂସ୍କରଣ ଏବେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚଛି। ଆଜି ବିଶ୍ୱକପ୍‌ର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସେହିପରି ଏହି ଦିନ…

ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ। ବ୍ରହ୍ମପୁର ସବୁଜ ବାହୀନ ତରଫରୁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟ କ୍ରମଶଃ ସଫଳ ହେବାରେ…

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ଶୋଚନୀୟ: ଖାଲରେ ପଡ଼ି ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳରେ ରାସ୍ତାଗୁଡିକ ମରାମତି ଅଭାବରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି। ଏ ନେଇ ଲୋକେମାନେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏସ୍‌ପ୍ଲାନେଡ୍‌ଠାରୁ ଅଳ୍ପ ଦୂରରେ ଏକ ଲୁହା ବୋଝେଇ ପିକ୍‌ଅପ୍‌ ଭ୍ୟାନ…

ବନପାଳ ଓ ବନରକ୍ଷୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ

ବାରଙ୍ଗ: ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ଢେଙ୍କାନାଳ ଡିଭିଜନର ବନରକ୍ଷୀ ଓ ବନପାଳଙ୍କୁ ବିନା ଅପରାଧରେ କ୍ରାଇମବ୍ରାଞ୍ଚ…

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ। ଏଥିପାଇଁ କଟକ ବଡମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍‌ଏନ୍‌ସିୟୁ ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହେବ ମିଲ୍କ ବ୍ୟାଙ୍କ। ‌ମିଲ୍କ ବ୍ୟାଙ୍କ ପରିଚାଳନା ଓ କିପରି ଭାବେ ଅଧିକରୁ ଅଧିକ ମା’ ମାନେ ଏହି ମିଲ୍କ ବ୍ୟାଙ୍କକୁ କ୍ଷୀର ଦେବେ ସେ…

ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର: ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର  ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ମଧ୍ୟାନ୍ତର ପୂର୍ବରୁ ୧୬…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.