Odia News Portal

କଅଁଳ ବୟସରେ ମାଡି ବସିଛି କିଡନୀ ରୋଗ

କପ୍ତିପଦା: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ବଡ ଲୋକ ହେବି । ହେଲେ ସ୍ବପ୍ନ ପୂରଣ କରିବାକୁ ଯୁ ନାହିଁ । କଅଁଳ ବୟସରେ ମାଡି ବସିଛି କିଡନୀ  ରୋଗ । ଆଖିକୁ ଭଲଭାବେ ଦେଖାଯାଉନି । ହସି ଖେଳିବା ବୟସରେ  ଜୀବନ ସହ ସଂଗ୍ରାମ କରୁଛନ୍ତି  ୧୧ ବର୍ଷର ନାବାଳକ  । ଅର୍ଥ ଅଭାବରୁ ହୋଇପାରୁନି…

କାନପୁରବାଲେ ଖୁରାନାଜ୍ ସୋ’ ବନ୍ଦ ହେବାର କାରଣ ନିଜେ ସୁନୀଲ, ପଢନ୍ତୁ…

କିଛି ବର୍ଷ ହେବ କମେଡିଆନ୍ ସୁନୀଲ ଗ୍ରୋଭର୍ ଖୁବ୍ ଲୋକପ୍ରିୟ ହୋଇଛନ୍ତି। କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ କପିଲ ଶର୍ମାଙ୍କ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ। ୨୦୧୮ ଡିସେମ୍ବର ମାସ ୧୩ ତାରିଖରେ ସୁନୀଲ ଗ୍ରୋଭର ଏକ କମେଡି ରିଆଲିଟି ସୋ’ କୁ ନେଇ ଛୋଟ ପରଦାକୁ ଫେରିଥିଲେ। ଏହି ସୋ’ ର ନାଆଁ…

ବିବାହ ପୂର୍ବରୁ ଅଭିନେତ୍ରୀ ନର୍ଗୀସ୍ ଗର୍ଭବତୀ ଅଧିକ ପଢନ୍ତୁ…

କିଛି ଦିନ ପରଦାଠାରୁ ଦୂରରେ ରହିବା ପରେ ଏବେ ଫିଲ୍ମ ଅମାବାସ ଜରିଆରେ ଫେରୁଛନ୍ତି ଅଭିନେତ୍ରୀ ନର୍ଗୀସ ଫକ୍ରୀ । ଫିଲ୍ମର ଗୀତ ଏବଂ ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ ନର୍ଗୀସ୍ । ଫିଲ୍ମ ଅପେକ୍ଷା ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି…

ସ୍କ୍ରାପ୍ ଚୋରି ଘଟଣାରେ ୩ ନେସ୍କୋ କର୍ମଚାରୀ ଗିରଫ

ବାଲେଶ୍ୱର: ନେସ୍କୋ ସ୍କ୍ରାପ୍ ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ୍ ୩ଜଣ ନେସ୍କୋ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଲେ ତତ୍କାଳୀନ ନିର୍ବାହ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ରାଜେନ୍ଦ୍ର କୁମାର ଖିଲାର ଓ ସତ୍ୟବ୍ରତ ଦାସ। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

୨୬ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ କାଳିଆ ଯୋଜନାର ଟଙ୍କା

ଭୁବନେଶ୍ୱର:  ଆସନ୍ତା ୨୬ ତାରିଖ ସୁଦ୍ଧା ଯୋଗ୍ୟହିତାଧୀକାରୀଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧକାରୀଙ୍କ ଆକାଉଂଟକୁ ଯିବ ଟଙ୍କା । ଆଉ ଏଥିରେ ମୋଟ୍ ୧୨ ଲକ୍ଷ ୪୦ ହଜାର ହିତାଧୀକାରୀଙ୍କୁ ଟଙ୍କା ମିଳିବ । ତେବେ ବର୍ତ୍ତମାନ ଆବେଦନ କରିଥିବା…

ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ

ସିଡନୀ: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ସମ୍ମୁଖରେ ୨୮୯ ରନର ବିଜୟ ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଧାରିତ ୫୦ ଓଭରରେ ପିଟର ହାଣ୍ଡସକମ୍ବଙ୍କ ଦ୍ରୁଢ ବ୍ୟାଟିଂ ବଳରେ ୫  ୱିକେଟ…

ଯୁବ ଦିବସରେ ସଚେତନତାର ବାର୍ତ୍ତା ଦେଲେ ଝୁରାବାଲିର ସୌଦାଗର ସୁଦର୍ଶନ ପଟ୍ଟନାୟକ

ପୁରୀ : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ସ୍ୱାମୀ ବିବେକାନନ୍ଦଙ୍କ ସୁନ୍ଦର ପ୍ରତିମୂର୍ତ୍ତୀ ସହ ପରିବେଶ ସଚେତନତାର ବାର୍ତ୍ତା ଦିଆଯାଇଛି । ସ୍ୱାମୀ…

ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ, ବନ୍ଦ ରହିଛି ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ

ତାଳଚେର : ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ । ଫଳରେ ତାଳଚେରର ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ରେଳ ଯୋଗେ ମଧ୍ୟ କୋଇଲା ପରିବହନ ବନ୍ଦ ରହିଛି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ…

ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। କାର୍‌ଟି ପୂରା ଚେପା ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ପୁଲିସ୍ କିମ୍ବା…

ଏନଏସଇ ଅଧ୍ୟକ୍ଷ ପଦ ଛାଡ଼ିଲେ ଅଶୋକ ଚାୱଲା

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଅଧ୍ୟକ୍ଷ ଅଶୋକ ଚାୱଲା ଶୁକ୍ରବାର ନିଜ ପଦ ଛାଡ଼ିଛନ୍ତି । ଅମଳାତନ୍ତ୍ରର ଅନ୍ୟ ଅଧିକାରୀଙ୍କ ସହିତ ଚାୱଲା ମଧ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏୟାରସେଲ-ମ୍ୟାକ୍ସିସ କାରବାର ସହିତ ସଂପୃକ୍ତ ଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.