Odia News Portal

ବିଶ୍ୱକପ ହକି ପାଇଁ ସରକାରୀ ଛୁଟି

ବିଶ୍ୱକପ ହକି ପାଇଁ ଭୁବନେଶ୍ୱର ଓ କଟକରୁ ଠାରୁ ଆରମ୍ଭ କରି ସାରା ଓଡିଶା ସଜେଇ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନ ଉସ୍ôବ ଅନୁÂିତ ହେଉଛି । ଏଥି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁÂାନ…

ଅନ୍ଲାଇନରେ ବୁକିଂ ହେବ ସ୍ମାର୍ଟ ସାଇକେଲ

ଭୁବନେଶ୍ବର () ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାରେ ଗଡ଼ିଲା ସ୍ମାର୍ଟ "ମୋ ସାଇକେଲ"। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୋ ସାଇକେଲ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 300 ସାଇକେଲ ଆରୋହୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଛକରୁ ବାହାରି କଳିଙ୍ଗ…

ପଦ୍ମ ଛାଡି ଶଙ୍ଖ ଧରିବେ ଦିଲ୍ଲୀପ !

ଭୁବନେଶ୍ୱର () ଦଳର ସର୍ବୋଚ୍ଚ ନେତାଙ୍କ ଉପରେ କ୍ଷୁବ୍ଧ ହୋଇ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେବେ । ଯଦି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏବଂ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶୀଳାନ୍ୟାଶ କରିବା ପରେ କାର୍ଯ୍ୟ ହଉନି ତେବେ ବିଧାୟକ ପଦରେ ରହି ଲାଭ କଣ । ଏହା ବିଚାରି ଦିଲ୍ଲୀପ…

ହକି ମାହୋଲକୁ ଆହୁରି ଚମକାଇବ ଭୁବନେଶ୍ବର ଫେଷ୍ଟିଭାଲ

ଭୁବନେଶ୍ବର () ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ୧ ଡିସେମ୍ବର ୨୦୧୮ରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଡଟ୍ ଫେଷ୍ଟ୍ (ଭୁବନେଶ୍ବର ସିଟି ଫେଷ୍ଟିଭାଲ୍) ଆୟୋଜନ କରାଯିବ । ହକି ବିଶ୍ବକପ୍ ସହିତ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଚାଲିବ ।…

ବ୍ରଣ ସମସ୍ୟା ଅଛି କି ? କରନ୍ତୁ …

ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଓୗଷଧର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି…

ସେକ୍ସି ଅନ୍ଦାଜରେ ସବୁ ସୀମା ପାର୍

ବିଦାୟୀରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ସାରା ନିଜର ନୂଆ ମ୍ୟୁଜିକ୍ ଆଲ୍ବମ୍ ରିଲିଜ୍ କରିଛନ୍ତି। ଏହି ଗୀତର ନାଁ ‘ବ୍ଲାକ୍ ହାର୍ଟ୍’। ସ୍ଲେଶ୍ ପ୍ରଡକ୍ସନ ସହ ମିଶି ସାରା ନିଜେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଜରିଆରେ ଏହି ଭିଡିଓକୁ ସେ ଶେୟାର କରିଛନ୍ତି। କିନ୍ତୁ…

ଅପରେସନ ଅଲଆଉଟ, ଆଉ ୬ ସଫା

ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର…

କମୁଛି ପାରଦ

ଜିଲ୍ଲା ଅପାତ୍ତକାଳୀନ କାର୍ୟ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀର ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିର ତାପମାତ୍ରା ୧୦.୫ ରହିଛି। ଚଳିତ ବର୍ଷ ଏହା ସର୍ବନିମ୍ନ ତାପମାତ୍ରା ଥିବା ବେଳେ ଆଗକୁ…

ଆକ୍ରମଣ ପଛରେ କିଏ? କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ…

ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଭାରତ

ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.