Odia News Portal

ପରିବାର ଉପରେ ବୋଝ ହୁଅନ୍ତୁ ନାହିଁ, ନିଅନ୍ତୁ ସରକାରୀ ସୁବିଧାର ସୁଯୋଗ

ସବୁ ବାପା ମାଆଙ୍କର ସ୍ୱପ୍ନ ଥାଏ ତାଙ୍କ ପିଲାଟି ପାଠ ପଢ଼ି ଭଲ ଚାକିରିଟିଏ କରୁ । ଯାହାଫଳରେ ନିଜେ ଭଲରେ ରହିବ ଓ ପରିବାରର ଦୁଃଖ ଘୁଞ୍ଚିବ । ହେଲେ ଗାଁ ଗହଳିରେ ଅଧା ପାଠ ପଢ଼ି ରହିଯାଇଥିବା ପିଲାଟି ବେକାର ହୁଏ ବୁଲେ । ପରିବାର ଉପରେ ବୋଝ ପାଲଟି ଯାଏ । ତେବେ ଏଭଳି ବେକାର ଯୁବକଙ୍କ ପାଇଁ…

ମୋଦି ସରକାରଙ୍କୁ ଝଟକା ଦେଲ ସୁପ୍ରିମକୋର୍ଟ ! ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାର ନିଷ୍ପତ୍ତି ରଦ୍ଦ

କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ଦେଶର ଚାଲିଥିବା ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା । ଆଉ ଏନେି ଆଜି ଶୁଣାଶିକରିଛନ୍ତି ସୁପ୍ରିେକୋର୍ଟ । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ…

କଳିଙ୍ଗ ଷ୍ଟାଡିୟମ୍‌ ରେ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌

ଭୁବନେଶ୍ୱର: ଆସନ୍ତା୧୧ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ହେବ। ‘ଟେନିସ୍‌ ଫର ଫେଣ୍ଟ୍ରସିପ୍ ଆଣ୍ଡ ଫନ୍’ ସ୍ଲୋଗାନରେ ୮ଟି ଇଭେଣ୍ଟକୁ ନେଇ ଏହି ପ୍ରତିଯୋଗିତା ହେବ।

ମହାପ୍ରଭୁଙ୍କୁ ଦର୍ଶନ କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ

ପୁରୀ : ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏସ୍‌. କେ, ସିଂ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟରେ…

ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ

ରାଉରକେଲା: ରାଉରକେଲାକୁ ମିଳିଲା ବିମାନବନ୍ଦର ଲାଇସେନ୍ସ । ଏଣିକି ଷ୍ଟିଲ୍‌ ସିଟିରୁ ଉଡିବ ବିମାନ । ରାଉରକେଲାରେ ବିମାନ ବନ୍ଦର ନେଇ ଡିଜିସିଏ ପକ୍ଷରୁ ବିଧିବଦ୍ଧ ଲାଇସେନ୍ସ ପ୍ରଦାନ କରାଯାଇଛି । ଷ୍ଟିଲ୍‌ ସିଟି ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର । ରାଉରକେଲାକୁ ଶିଳ୍ପ ରାଜଧାନୀ ବୋଲି…

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରଥ ନିର୍ମାଣ ପାଇଁ ରଥକାଠ ସଂଗ୍ରହର ଆଜି ଅନୁକୂଳ ହେବ । ଏଥିପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ୍‌ ନୟାଗଡ଼ର ବଡ଼ ରାଉଳ ଠାକୁରାଣୀଙ୍କ ନିକଟକୁ ଯାତ୍ରା…

ଗଣତନ୍ତ୍ର ପରେଡ୍‌ରେ ବାଦ ପଡ଼ିଲା ଓଡ଼ିଶା ମେଢ଼

ନୂଆଦିଲ୍ଲୀ: ଚଳିତବର୍ଷ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରଜ୍ଞାପନ ମେଢ଼ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ବିଶେଷଜ୍ଞ…

ଟୁରିଷ୍ଟ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୩ ଆହତ

ଯାଜପୁର: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। …

ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲଙ୍କୁ ଗୁଳି କରି ହତ୍ୟା

ଅହମଦାବାଦ: ପୂର୍ବତନ ବିଜେପି ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ସୋମବାର କେହି ଜଣେ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି । ରିପୋର୍ଟ ଅନୁସାରେ ଗତ ରାତିରେ ଜୟନ୍ତୀଲାଲ ଭାନୁଶାଳୀ ସାୟଜୀ ନଗରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । କଟିଆରା ଠାରୁ ସରବାରୀ ଷ୍ଟେସନ ମଧ୍ୟରେ ଜୟନ୍ତୀଲାଲ…

ନିର୍ବାଚନ ଲଢ଼ିବେନି ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ଏବଂ ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ ସୋମବାର ଘୋଷଣା କରିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ । ପ୍ରିୟା କହିଛନ୍ତି, ସେ ନିଜ ପରିବାରକୁ ଅଧିକ ସୟମ ଦେବାକୁ ଚାହୁଁଛନ୍ତି । ଏଆଇସିସି ସଚିବ ପଦରୁ ମୁକ୍ତ ହେବାର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.