Odia News Portal

ଉଦ୍ଧାର ହେଲେ ୨୨ ଦାଦନ ଶ୍ରମିକ

କଟକ : ଫୁଲନଖରାରୁ ଉଦ୍ଧାର ହେଲେ ୨୨ ଦାଦନ ଶ୍ରମିକ। ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଏହି ଦାଦନ ଶ୍ରମିକମାନେ ଦୀର୍ଘଦିନ ଧରି କଟକ ଫୁଲନଖରାର ଏକ ଇଟାଭାଟିରେ କାମ କରିଆସୁଥିଲେ। ଇଟା ଭାଟି ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ପାରିଶ୍ରମିକ ମଧ୍ୟ ଦେଉନଥିଲେ। ଏନେଇ ଖବର ମିଳିବା ପରେ କଟକ ଜିଲ୍ଲା…

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ସହ ସମସ୍ତ…

ଟୁଇନ୍‌ ସିଟିରେ ବଢ଼ିଛି କ୍ରାଇମ୍‌ ! ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ କମିଶନରେଟ ପୋଲିସ । ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା । ତାଲିକାରେ ଅଛନ୍ତି ୧୩ ବର୍ଷ ଧରି ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀ । ଟାର୍ଗେଟ୍‌ରେ ଅଛନ୍ତି, ନିର୍ବାଚନ ବେଳେ ରାଜନେତାଙ୍କୁ ସହଯୋଗ କରୁଥିବା…

ନବୀନଙ୍କ ବିକାଶ ଏଜେଣ୍ଡାରେ ମୁଁ ଗୁଣ୍ଡୁଚି ମୂଷା

ଟାଙ୍ଗି () : ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ମିଡିଆ ସେଲ ସଂଯୋଜକ ମାନସ ମଙ୍ଗରାଜଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ-ସମର୍ଥକମାନେ ଏହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ।…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ

ଭୁବନେଶ୍ବର () ଛତ୍ରପୁର ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି । ଗତକାଲି ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି…

କାଶ ହେଉଛି କି ? ଖାଆନ୍ତୁ ଚକୋଲେଟ୍ …

ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ…

ବିଦେଶୀମୁଦ୍ରା ଚୋରା କାରବାର ଅଭିଯୋଗରେ ରାହତ ଫତେ ଅଲ୍ଳୀଖାନ

ବେନିମୟଭାବେ ସେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ । ଏବେ ରାହତଙ୍କୁ ମିଳିଛି ପ୍ରର୍ବତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ । ପାଖାପାଖି ୩ଲକ୍ଷ ୪୦ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ…

ଘର କିଣା ନିଶା ଆଲିଆଙ୍କୁ କଲା ଭକୁଆ

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ । ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ମାତ୍ର ୬ ବର୍ଷର କ୍ୟାରିୟର ମଧ୍ୟରେ ଏତେ ସଫଳତା ହାସଲ କରିସାରିଛନ୍ତି ଯେ ଆୟ ମାମଲାରେ ଅନେକ ସିନିୟର୍ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି । ଆଲିୟାଙ୍କ ଶେଷ ହିଟ୍ ସିନେମା ଥିଲା ରାଜି…

ମୟୁରଭଂଜର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇଁ ମୟୁରଭଂଜ ଜିଲ୍ଲାର ସାମଗି୍ରକ ଉନ୍ନତି ପାଇଁ ବିକାଶର ପସରା ଖୋଲିଦେଇଛନ୍ତି । ବାରିପଦା ଛଉ ପଡିଆ ଠାରେ ଅନୁÂିତ ଏକ ବିରାଟ ସମାବେଶରେ ଉଦବୋଧନ ଦେବା ସହିତ ୧୧୫୦କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ…

୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ରାଜନଗର : ପ୍ରାୟ ୨୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ। ରାଜନଗର ମହାବୀର ବଜାରରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ସୁନା କିଣିବା ବାହାନାରେ ଦୋକାନକୁ ଆସିଥିଲେ। ଏହାପରେ ପ୍ରାୟ ୪ ଶହ ଗ୍ରାମ ସୁନା ଲୁଟିନେଇ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.