Odia News Portal

ସମ୍ବଲପୁର ବିକାଶ,ନବୀନଙ୍କ ସଙ୍କଳ୍ପ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତ କରି ବିଜୁ ଯୁବବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମ୍ବଲପୁର ପାଇଁ 88 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ 20 କୋଟି ଟଙ୍କା ବିନିଯୋଗରେ ମାଳତୀଜୋର ସେତୁ ଓ…

ବଜେଟ ନୁହେଁ ଏହା ନିର୍ବାଚନ ପ୍ରଚାରର ଏକ ଭାଷଣ ଥିଲା: ପି ଚିଦାମ୍ବରମ

ଆଜି ସଂସଦରେ କାମଚଳା ବଜେଟର ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ।ସବୁ ବର୍ଗଙ୍କୁ ଖୁସି କରିବାକୁ ଯଥେଷ୍ଟ ପଦକ୍ଷେପ ନେଇ ଘୋଷଣା କରାଯାଇଥିବା ବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ…

ଭୁଲରେ ମଧ୍ୟ ଏହି ରାଶିର ଲୋକଙ୍କ ସହିତ ରଖନ୍ତୁ ନାହିଁ ସମ୍ପର୍କ, ଧୋକା…

ସବୁ ସମ୍ପର୍କ ବିଶ୍ବାସରେ ହିଁ ରହିଥାଏ। ଯଦି ଆପଣ କାହାକୁ ଜୀବନ ଦେଇ ଭଲ ପାଉଥିବେ ଏବଂ ସେ ଆପଣଙ୍କୁ ଧୋକା ଦେଉଛି ତେବେ ଆପଣଙ୍କୁ ଖରାପ ଲାଗିବା ସ୍ବାଭାବିକ୍। ପ୍ରେମରେ ଧୋକା ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଜର ଦୁଇଟି ନେତ୍ର ଖୋଲା ରଖିବା ଆବଶ୍ୟକ। କେବେବି କାହାକୁ ଆଖି ବନ୍ଦ…

ଆୟକର ଛାଡ ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ନିର୍ବାଚନ ପୂର୍ବରୁ ମୋଦି ସରକାର ସଂସଦରେ ଉପସ୍ଥାପନ କରିଥିବା ଶେଷ ବଜେଟରେ ଗରିବ ମଧ୍ୟବିତ୍ତ ଓ ଚାଷୀ ମାନଙ୍କୁ ଖୁସି କରିବା ପାଇଁ କରିଛନ୍ତି ଅନେକ ଘୋଷଣା । ଆୟକର ଛାଡ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଇଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା କାଳିଆ ଭଳି କେନ୍ଦ୍ର ସରକାର…

ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ଗିରଫ

ପଟ୍ଟାମୁଣ୍ଡାଇ:  ପେଶା ସରକାରୀ ଚାକିରି । ହେଲେ କାମ ବାଇକ୍ ଚୋରି । ଚୋରା ବାଇକ୍ ବିକ୍ରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ବିରଞ୍ଚି ନାରାୟଣ ମହାଳିକ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୨ଟି ଚୋରା ବାଇକ୍ ଜବତ କରିଛି ପଟାମୁଣ୍ଡାଇ ପୋଲିସ । ପୂର୍ବରୁ ତାଙ୍କ ନାଁରେ…

ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ

ଢେଙ୍କାନାଳ : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭୁବନେ ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ମେଡିକାଲ ଉପରେ ବ୍ଲକର ୧୮ଟି…

ଅଶ୍ଳୀଳ ଭିଡିଓ ଭାଇରାଲ ନେଲା ଯୁବତୀଙ୍କ ଜୀବନ

ଅନୁଗୋଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ନନ୍ଦପୁର ପଞ୍ଚାୟତର ଜଣେ ଯୁବତୀ ଗତ କିଛିବର୍ଷ ହେବ ଜଣେ ଅଜଣା ଯୁବକଙ୍କୁ ଫୋନ୍…

ଦୁଇ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ଜିଲ୍ଲା ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ରାଜପୋରା ଅ଼ଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ…

ରାମଗଡ ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ

ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ…

ରିମ୍ ଶେଖ୍ ଶୀଘ୍ର କରିପାରନ୍ତି ବିବାହ : ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ପ୍ରେମ ଅନ୍ଧ ହୋଇଥାଏ, ଏହି ଲାଇନକୁ ଏବେ ଯାଏଁ ଅଧିକାଂଷ ଫିଲ୍ମଷ୍ଟାର ସାବ୍ୟସ୍ତ କରିସାରିଲେଣି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ନିଜଠୁ ଛୋଟ,ନିଜଠୁ ବଡ଼ କିମ୍ବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ବିବାହ କରିଥାଆନ୍ତି। ଆଜି ଆମେ ଜାଣିବା ଏପରି ଏକ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.