Odia News Portal

ଆଜି ନବବରଙ୍ଗପୁର ଯିବେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

ଉମରକୋଟ : ଆଜି ଦିନିକିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ୫୫ରେ ଉମରକୋଟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଲିକପ୍ଟର ଅବତରଣ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ ପ୍ଲାଟୁନ୍…

ଭିଜିଲାନ୍ସ ଜାଲରେ ସିନାପାଲି ଥାନା ଏଏସ୍‌ଆଇ

ନୂଆପଡା : ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଥାନାର ଏଏସ୍‌ଆଇ କୃଷ୍ଣ ବଲ୍ଲଭ ଶବର । ଏକ ମାମଲାକୁ ଦଫାରଫା କରାଇବାକୁ ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବରପଦର ଗାଁର ପୁସ୍ତମ ଛତ୍ରିଆଙ୍କଠାରୁ ଏକ ମାମଲା ବାବଦରେ ୭…

ଜିଲ୍ଲାପାଳଙ୍କ ଅଫିସରେ ତୁମୁଳକାଣ୍ଡ । ଏସଡିପିଓଙ୍କୁ ଚପଲରେ ପିଟିଲେ ଆନ୍ଦୋଳନକାରୀ ମହିଳା

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ନୟାଗଡ଼ ଏସଡିପିଓଙ୍କୁ ଜଣେ ମହିଳା ଚପଲରେ ପିଟିଥିବା ଅଭିଯୋଗ ହୋଇଛି। ଏଥିସହିତ ସଦର ଥାନା ଆଇଆଇସିଙ୍କୁ ମଧ୍ୟ ମହିଳାମାନେ…

ଶବକୁ ମିଳିଲାନି ଚାରିକାନ୍ଧ, ଦୁଃଖ ସମୟରେ ହାତ ବଢାଇଲା ବିଜୁ ଯୁବ ବାହିନୀ

କେନ୍ଦୁଝର : ଶବକୁ ମିଳିଲାନି ଚାରିକାନ୍ଧ, ସହାୟତାର ହାତ ବଢାଇଲା ବିଜୁ ଯୁବ ବାହିନୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମହୁଲଗାଡିଆ ଗାଁର ଘଟଣା । ଗାଁର ଚନ୍ଦ୍ରଭାନୁ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ପାରିବାରିକ କଳହକୁ ନେଇ ବିଷପିଇ ଆତ୍ମହତ୍ୟା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା…

ଡ୍ରେନରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତ ଦେହ

ବାଲେଶ୍ବର : ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିସରରେ ଅଭାବନୀୟ ଘଟଣା । ନବଜାତ ଶିଶ କନ୍ୟାକୁ କେହି କପଡାରେ ଗୁଡାଇ ଡ୍ରେନରେ ଫିଙ୍ଗି ଦେଇଛି । ଶିଶୁ କନ୍ୟାଟିର ମୃତ୍ୟୁ ହୋଇଯାଇଥିବା ବେଳେ କିଏ ଫିଙ୍ଗିଛି ତାହା ଜଣା ପଡିନାହିଁ । ତେବେ ଘଟଣାଟି ପ୍ରଘଟ ହେବା ହସ୍ପିଟାଲରେ ପରିସରରେ କିଛି ସମୟ…

ଭାରତ ଆସିବେ ବିଜୟ ମାଲ୍ୟା ! ପ୍ରତ୍ୟର୍ପଣ ଆଦେଶ ଉପରେ ବ୍ରିଟିଶ ଗୃହ ମନ୍ତ୍ରାଳୟର ମୋହର

ନୂଆଦିଲ୍ଲୀ : ଲିକର୍ ବାରୋନ୍ ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା । ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଭାରତ ପ୍ରତ୍ୟର୍ପଣ ନେଇ ଫିଟିଲା ରାସ୍ତା । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆଦେଶ ଉପରେ ମୋହର ମାରିଛି ବ୍ରିଟେନ୍ ଗୃହ ମନ୍ତ୍ରାଳୟ । ବ୍ରିଟେନ୍ ସରକାରଙ୍କ ବୈଦେଶିକ ସଚିବ ସାଜିଦ ଜାବିଦ ମାଲ୍ୟାଙ୍କ…

୧୨ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ…

ଅନୁଭବ କଲେ ହିଁ କରନ୍ତୁ ଏହି କାମ ନଚେତ …

ସବୁଠାରୁ ସମ୍ବେଦନଶୀଳ ହେଉଛି ସମ୍ପର୍କ । ଯାହାକୁ ବହୁତ ସମ୍ଭାଳିକି ରଖିବାକୁ ପଡିଥାଏ । ନଚେତ୍ ଟିକେ ସମସ୍ୟା ହେଲେ କାଚ ଭାଙ୍ଗିଯିବାର ରହିଛି ସମ୍ଭାବନା । ଯାହାକୁ ଆପଣ ଯୋଡି ତ ଦେବେ ହେଲେ ଫଟା ଚିହ୍ନ ସବୁଦିନ ପାଇଁ ରହିଯିବ । ନିଜ ସାଥୀ ସହ ଝଗଡା ହେବା ସାଧାରଣ କଥା । ପ୍ରାୟ ୯୦ ପ୍ରତିଶତ…

ସିବିଆଇ ନିଦେ୍ର୍ଧଶକ ଭାବେ ଦାୟୀତ୍ୱ ନେଲେ ଋିଷି କୁମାର

ଋିଷି କୁମାର ଶୁକ୍ଳା ସିବିଆଇର ନୂତନ ନିଦେ୍ର୍ଧଶକ ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶୁକ୍ଳା ୧୯୮୩ର ମଧ୍ୟପଅଦେଶ କ୍ୟାଡର ଜଣେ ଆଇପିଏସ ଅଫିସର ସେ ଏହା ପୁର୍ବରୁ ମଧ୍ୟପ୍ରଦେଶର ପୋଲିସ ଡିଜି ଥିଲେ । ସିବିଆଇର ନିଦେ୍ର୍ଧଶକ ଭାବେ ସେ ଆସନ୍ତା ଦୁଇ ବର୍ଷ ପାଇଁ ରହିବେ ।…

ପାରାଦୀପରେ ଉତ୍ତେଜନା

ଆଇଓସିଏଲରେ ଜମିହରା ଲୋକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଘଟି ଆଜି ପରାଦୀପରେ ଅସାନ୍ତ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୬ତାରିଖ ଦିନ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେକ ନୂଆ ପ୍ରକଳ୍ପର ଉଦଘାଟନ କରିବାକୁ ଆସୁଥିବା ବେଳେ ଜମିହରା ଲୋକଙ୍କ ପକ୍ଷରୁ ସ୍ଥାନୀୟ ଆଇଓସିଏଲ ଅଫିସ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.