Odia News Portal

ମକର ସଂକ୍ରାନ୍ତି ପାଇଁ ବୁଡ଼ ପକାଇବାକୁ ଆହ୍ଲାବାଦ ପ୍ରୟାଗରାଜରେ ଭିଡ଼

ଆଜିଠୁ ପ୍ରୟାଗରେ କୁମ୍ଭ ମେଳା । ପ୍ରଥମ ସାହି ସ୍ନାନ ପାଇଁ ସାଧୁସନ୍ଥଙ୍କ ଭିଡ ଜମିଛି । ଏହି ବିଶାଳ ଆଧ୍ୟାତ୍ମିକ ମହାମେଳାରେ ଯୋଗଦେବା ପାଇଁ ଭାରତର ବିଭିନ୍ନ କୋଣଅନୁକୋଣରୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ସେହିପରି ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ୫୦ ଦିନ ଧରି…

ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ଦେଶର ପ୍ରଥମ ମହିଳା ସ୍ୱାଟ କମାଣ୍ଡୋ !

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ୪୮ ପାରାମିଲିଟାରି ଫୋର୍ସ କମ୍ପାନୀ ଏବଂ ୩୫ ହଜାର ଦିଲ୍ଲୀ ପୋଲିସ ଯବାନଙ୍କ ହାତରେ ରହିବ । ଏହି ପୋଲିସ ଏବଂ ଯବାନମାନେ ଆଗାମୀ ୪ ଦିନ ମଧ୍ୟରେ ଦିଲ୍ଲୀ ପହଂଚିବେ । ପ୍ରଥମ ଥର ପାଇ ପରେଡ ରୁଟ…

ଦାରିଦ୍ର‌୍ୟ ଭିତରେ ୪ ଅସହାୟ ପିଲା, ସାହାରା ବୃଦ୍ଧ ଜେଜେବାପା ଓ ଜେଜେମାଆ

ବାଲେଶ୍ୱର : ଦାରିଦ୍ର‌୍ୟର କଷାଘାତ ଭିତରେ ୪ ଅସହାୟ ପିଲା । ସାହାରା କେବଳ ବୃଦ୍ଧ ଜେଜେବାପା ଓ ଜେଜେମାଆ । ପରିଣତ ବୟସରେ ଭିକ ମାଗି ୪ ପିଲାଙ୍କ ମୁହଁରେ ଦାନା ଦେଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ଉପବାସ ରହିବାକୁ ପଡେ । ବାଲେଶ୍ୱର ସୋର ବ୍ଲକ୍‌ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗାଁର…

ରାହୁଲଙ୍କୁ ଧୋକା ଦେଲେ ନବ

ହାରିବା ଭୟ ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଏଆଇସିସି ଅଧ୍ୟକ୍ଷ ଯେଉଁ କିଛି ଯୁବ ଓ ଅଭିଜ୍ଞ ନେତାଙ୍କ ଉପରେ ଭରସା କରିଥିଲେ ସେମାନେ ଏବେ ତାଙ୍କୁ ଧୋକା ଦେବା ଆରମ୍ଭ କରିଛନ୍ତି । ରାହୁଲଙ୍କୁ ଧୋକା ଦେଇ ବିଜେଡି ସହ ଭିତିରି ସଂପର୍କ…

ଆସନ୍ତାକାଲି ମକର ସଂକ୍ରାନ୍ତି, ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ

ପୁରୀ: ଆସନ୍ତାକାଲି ମକର ସଂକ୍ରାନ୍ତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୂଙ୍କ ନବାଙ୍କ ବେଶ ସହ ନବାଙ୍କ ବେଢା ଓ ଫୁଲ ମେଲଣ ଅୁନୁଷ୍ଠିତ ହୋଇଛି । ସନ୍ଧ୍ୟା ଆଳତୀ ବେଶରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବାୟତ ମହାପ୍ରଭୂଙ୍କୁ ମାଳଚୂଳ ଲାଗି…

ଉତ୍ତର ପ୍ରଦେଶରେ ସମସ୍ତ ୮୦ ଆସନରେ ଏକା ଲଢ଼ିବ କଂଗ୍ରେସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ମେଣ୍ଟ ପରେ ଜାତୀୟ ରାଜନୀତି ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ । ହାତୀ-ସାଇକେଲ ଏକ ହେବା ପରେ ହାତ ନିଷ୍ପତ୍ତି ନେଇଛି, ୨୦୧୯ରେ ଏକାକୀ ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ। ୟୁପି ପ୍ଲାନରେ ସହଯୋଗୀଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛି କଂଗ୍ରେସ।…

ଆଜି ରିଲିଜ୍‌: ‘ଅଜବ ସଂଜୁର ଗଜବ ଲଭ୍‌’

ଭୁବନେଶ୍ୱର: ୨୦୧୯ର ତୃତୀୟ ଓଡ଼ିଆ ସିନେମାଭାବେ ଆଜି ପରଦାକୁ ଆସୁଛି ‘ଅଜବ ସଂଜୁର ଗଜବ ଲଭ୍‌’ । ଏଥିରେ ୨୦୧୯ର ଓଲିଉଡର ଏକ ପପୁଲାର ପେଆର୍‌ ପ୍ରାୟ ସାତ ବର୍ଷପରେ ପରଦା ଉପରକୁ ପୁଣି ଆସୁଛନ୍ତି। ଏହି ଯୋଡ଼ି ହେଲେ ବାବୁସାନ୍‌ – ଅର୍ଚ୍ଚିତା। ଏହି ଯୋଡ଼ି ଯେଉଁ ସିନେମା ଜରିଆରେ କମ୍‌ବ୍ୟାକ୍‌…

୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ଯୋଗଦେବେ ବିଜେଡିରେ !

ଝାରସୁଗୁଡା: ଆସନ୍ତା ୨୪ ତାରିଖରେ ଝାରସୁଗୁଡା ବିଧାୟକ ନବଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଠାରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସହ କେତେକ ପ୍ରକଳ୍ପ ଉଦଘାଟନ କରିବାର…

ପାଖାପାଖି ବସିଲେ ମୋଦି-ମନମୋହନ । ବସିବାକୁ ନେଇ ଜୋର ଧରିଲା ଚର୍ଚ୍ଚା

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥି ହୋଇ ପାଖାପାଖି ବସିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦଶମ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଏହି ରୋଚକ ଘଟଣା…

ଜବତ ହେଲା ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ବାରୁଦ

ଭୁବନେଶ୍ବର: ରାଜଧାନୀରେ କାୟା ମେଲାଉଛି ଚୋରା କାରବାର। ଜବତ ହେଲା ବନ୍ଧୁକ,ଗୁଳି ଓ ବିପୁଳ ପରିମାଣର ବାରୁଦ। ଘଟଣାରେ QAT ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେବି ୩ଜଣ ଫେରାର୍ ଅଛନ୍ତି। ଗିରଫ ହେଲେ ରିଙ୍କୁ ପ୍ରଧାନ ଓ ରାକେଶ ସାହୁ । ଏମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। …
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.