Odia News Portal

ଚାଲିଗଲେ ସଚିନ୍‌ଙ୍କ କୋଚ୍‌ ଆଚରେକର

ମୁମ୍ବାଇ : କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ କୋଚ୍‌ ରମାକାନ୍ତ ଆଚରେକରଙ୍କ ଦେହାନ୍ତ । ଆଜି ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଠିକ୍‌ ସନ୍ଧ୍ୟା ସାଢ଼େ ୬ଟାରେ ଆଚରେକର ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୯୩୨ରେ ଜନ୍ମ ନେଇଥିବା ଆଚରେକର ସଚିନ୍‌ଙ୍କ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ମହାସମାରୋହରେ ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପିଜି କାଉନସିଲ ଅଧକ୍ଷ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପ୍ରଫେସର ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର…

ଆଜି ଶେଷ ଟେଷ୍ଟ : ଭାରତ ପାଇଁ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବା ଚ୍ୟାଲେଞ୍ଜ

ସିଡନୀ : ଆଜି  ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚତୁର୍ଥ ତଥା ଶେଷ ଟେଷ୍ଟ । ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଆଉ ଏକ ମ୍ୟାଚ୍‌ ଜିତି ସରିଜ୍‌ ବିଜୟ ରେକର୍ଡ଼ ସୃଷ୍ଟି କରିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଅବଶ୍ୟ ମ୍ୟାଚ୍‌ ଯଦି ଡ୍ର ରହେ ତେବେ ବି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ…

ସାରା ରାଜ୍ୟରେ ଶୀତ ଲହରି ଜାରି

ଭୁବନେଶ୍ୱର: ୫ରୁ କମିବ ଶୀତ, ସାରା ରାଜ୍ୟରେ ଶୀତ ଲହରି ଜାରି । ୧୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ୪.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର । ଦାରିଙ୍ଗବାଡି ୫, ସୋନପୁର ୬.୬ ଡିଗ୍ରୀ, ଭବାନୀପାଟଣା ୭.୫ ଡିଗ୍ରୀ, ଅନୁଗୁଳ ୭.୬ ଡିଗ୍ରୀ, କେନ୍ଦୁଝର, ସୁନ୍ଦରଗଡ଼ ଓ…

ପୋଲ ତଳକୁ ଖସି ୨ ମୃତ

ଯାଜପୁର:  ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍‌ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ…

ପିକନିକ ସାରି ଫେରୁଥିବା ଡଂଗା ବୁଡିଗଲା : ୫ ମୃତ, ୮ ନିଖୋଜ

ସମୁଦ୍ର ମଧ୍ୟରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଏକ ଡଂଗା କେନ୍ଦ୍ରାପଡ଼ା ବତୀଘର ନିକଟ ନିପାଣିଆ ବା ବତୀଘର  ନଦୀରେ ଓଲଟି ପଡିଛି ।ମହାନଦୀ ଓ ସମୁଦ୍ରର ମିଶ୍ରଣସ୍ଥଳ ବା ମୁହାଣ ଅଂଚଳରେ  ଆଜି ସଂଧ୍ୟ୭ଟା ବେଳକୁ ଏହି ଦୁର୍ଘଟଣା ଘଟିଛି ।  ଡଙ୍ଗା ଓଲଟି ପଡିବା କାରଣରୁ…

ଜନ୍ମଦିନରେ ଦିଲ୍ଲୀପ କରିବେ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର (): ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ । ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । ବିଜେପିର ହାତ ଛାଡିବା ସହିତ ବିଧାୟକ…

ରାଫେଲ୍ ଡିଲକୁ ନେଇ ଲୋକସଭାରେ ହଙ୍ଗାମା: ୨୬ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ଶୀତକାଳୀନ ଅଧିବେଶନର ତ୍ରୟୋଦଶ ଦିନରେ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ହଙ୍ଗାମାକୁ ନେଇ ୨୬ଜଣ ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ୨୬ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ ରାଫେଲ ଡିଲକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଥିଲା । ଯେଉଁଥିପାଇଁ ୨୬ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି…

ବୃହତ୍ତର ସ୍ବାର୍ଥ ପାଇଁ ଆନ୍ଦୋଳନ ପ୍ରତ୍ୟାହାର କର

ଭୁବନେଶ୍ବର () ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ଆଜି ଏକ ପ୍ରେସ୍‍ ବିବୃତ୍ତି ଜରିଆରେ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି । ପଶ୍ଚିମ ଓ…

ରିଲିଜ୍ ହୋଇଛି ଗଲି ବୟେର ଫାଷ୍ଟ ଲୁକ୍

ପୋଷ୍ଟରରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଝଲକ ଦେଖିବାକୁ ମିଳିଛି। ପୋଷ୍ଟର୍ସ ସହ ଫିଲ୍ମର ଥିମ ଲାଇନ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ଆଲିଆ ଓ ରଣବୀର ଗୋଟିଏ ଇୟର ଫୋନରୁ ଗୀତ ଶୁଣୁଛନ୍ତି। ପୋଷ୍ଟରରେ ଲେଖାଯାଇଛି, ଗଲି ବୟେ-ଆମ ସମୟ ଆସିବ। ମେକର୍ସ ପ୍ରଥମେ ରଣବୀରଙ୍କ ଲୁକ୍ ଶେୟାର କରିଥିଲେ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.