Odia News Portal

ପୋଲିସ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନ୍ଗିର –ମାଲକାନ୍ଗିରି ସୀମାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେଠାରେ ବର୍ତମାନ ସୁଧା ସର୍ଚଅପରେସନ ଜାରି ରହିଛି । ଦୀର୍ଘ ଦିନ ଧରି ଏହି ଅଂଚଳର ଆଦୀବାସୀମାନେ ମାଓବାଦୀ ମାନଙ୍କ ଦୈରାତ୍ମ୍ୟରେ ଅତିÂ ହୋଇ ମାଓବାଦୀ…

ସ୍ତ୍ରୀର ପ୍ରେମିକକୁ ହତ୍ୟାକଲା ସ୍ୱାମୀ

ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ କଟୁରୀରେ ହାଣୀ ହତ୍ୟା କରିି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ । ସୁଚନା ମୁତାବକ ଆଜି ସକାଳେ ଅଭିଯୁକ୍ତ ଠାକୁର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଲଙ୍କାଗୁଣ୍ଡ ମାଡ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଆଜି ଲଙ୍କାଗୁଣ୍ଡ ମାଡ ହୋଇଛି । ଦିଲ୍ଲୀ ସଚିବାଳୟ ଭିତରେ କଡା ନିରାପତା ବ୍ୟବସ୍ଥା ଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ ମାଡ ହେବା ଏଠାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ…

ନିଅାଁରେ ପୋଡି ଦୁଇପୁଅଙ୍କ ଜୀବନ ଗଲା

ଅନୁଗୋଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ନିଆଁରେ ପୋଡ଼ି ମାଆ ଓ ତାଙ୍କର ଦୁଇ ପୁଅ ଗୁରୁତର ହେବା ଘଟଣାରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ ପୁଅ ଦ୍ୱୟ ହେଲେ ଅଭିମନ୍ୟୁ ଏବଂ ରାହୁଲ। ମାଆ ବଚନ ବେହେରାଙ୍କ…

ଶାନ୍ତିପୂର୍ଣୃୂ ଭାବେ ଚାଲିଛିି ଭୋଟ ଗ୍ରହଣ

ଆଜି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେେଳେ  ସଂଧ୍ୟା ୫ଟା ପର୍ୟ୍ୟନ୍ତ ଏହା ଚାଲିବ ବୋଲି ଜଣାପଡ଼ିଛି  । ଛତିଶଗଡ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ବିଜେପି ଓ…

ଚିକମିକ ଆଲୁଅରେ ଝଲସୁଛି ଭୁବନେଶ୍ୱର

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ପ୍ୟାରିସ ଭଳି ସଜେଇ ହଉଛି ଭୁବନେଶ୍ୱର । ହକି ବିଶ୍ୱକପରେ ଦେଶ ବିଦେଶରୁ ଆସୁଥିବା ଖେଳାଳିଙ୍କୁ ସ୍ୱାଗତ ଜଣାଇବାକୁ ରାଜଧାନୀ ଭବନେଶ୍ୱର ସତେଯେମିତି ନୂଆବୋହୁ ଭଳି ଅତିଥୀଙ୍କ ସ୍ୱାଗତ ପାଇଁ ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ଛିଡା ହୋଇଛି । ସହରକୁ ସଂଯୋଗ…

ଅସ୍ତମିତ ସୂର୍ଯ୍ୟର ସୌନ୍ଦର୍ଯ୍ୟରେ ଆନ୍ଦୋଳିତ କବି ଅରୁଣ

ଭୁବନେଶ୍ୱର () ଡକ୍ଟର ଅରୁଣ କୁମାର ସାହୁ ଜଣେ କୁଶଳୀ ଓ ବିଚକ୍ଷଣ ରାଜନୀତିଜ୍ଞ ସାଙ୍ଗକୁ ଜଣେ ଉଚ୍ଚକୋଟୀର କବି । ଏକଥା କାହାକୁ ଅଛପା ନୁହଁ । ସେ ଜଣେ ପ୍ରକୃତି ପ୍ରେମୀ ମଧ୍ୟ । ତାଙ୍କର ଅଧିକାଂଶ କବିତା ପ୍ରକୃତି କିମ୍ବା ମନୁଷ୍ୟ ଜୀବନ ସହ ଜଡିତ । ଗତ 17 ତାରିଖ, ସନ୍ଧ୍ୟା ସମୟ । ନିଜ…

ଅଭିନେତ୍ରୀ ଜନ୍ମ ଦେଲେ ଶିଶୁକନ୍ୟା

ବଲିଉଡର ଚର୍ଚ୍ଚିତ କପଲ୍ସ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମା’ ଏବଂ ଝିଅ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ନେହା ଏବଂ ଅଙ୍ଗଦ ଚଳିତ ବର୍ଷ ଲୁଚିଛପି ବିବାହ କରି ସମସ୍ତଙ୍କୁ…

ବିଧାନସଭାରେ ବିଜେଡିର କେନ୍ଦ୍ର ବିରୋଧି ନାରା

ଭୁବନେଶ୍ବର () ଅନୁସୂଚିତ ଜାତି ଜନଜାତୀ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଆଜି ବିଧାନସଭାରେ ଗର୍ଜିଛନ୍ତି ଶାସକ ବିଜେଡି ବିଧାୟକମାନେ । ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଶାସକ ବିଜେଡିର ବିଧାୟକମାନେ ଓଡିଶାର ଅନୁସୂଚିତ ଜାତି…

୧୧ ଜିଲ୍ଲା ପାଇଁ ବିଜୁ ପକ୍କାଘର

ତିତଲି କ୍ଷତିଗ୍ରସ୍ତଙ୍କୁ ବାସଗୃହ ଭୁବନେଶ୍ବର ()  ଗତ ଅକ୍ଟୋବର 11 ତାରିଖରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ 11ଟି ଜିଲ୍ଲାରେ 13ହଜାର ପରିବାରର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏହିସବୁ ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.