Odia News Portal

ସର୍ବସାଧାରଣରେ ନମାଜ ମନା

ମୁସଲମାନ ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଣିକି ସର୍ବସାଧାରଣ ସ୍ଥାନରେ କରିପାରିବେନି ନମାଜ ପାଠ । ଏପରିକି ପାର୍କରେ ନମାଜ ପାଠ କରିପାରିବେ ନାହିଁ। ନମାଜ ପାଠ କେବଳ ମାତ୍ର ମସଜିଦ୍, ଦର୍ଘା, କର୍ୟ୍ୟାଳୟ ଓ ଘରୋଇ ପରିସର ମଧ୍ୟରେ ହିଁ ସୀମିତ ରହିବ। ଯଦି କେହି ସର୍ବସାଧାରଣ ସ୍ଥାନରେ ନମାଜ ପାଠ…

ବରଫ ପାଲଟିଲା ଡାଲ୍ ହ୍ରଦ, ଅଧିକ ଜାଣନ୍ତୁ…

ଜମ୍ମୁ-କାଶ୍ମୀରରେ ମାଇନସ୍ ୫ ଡିଗ୍ରୀକୁ ଖସିଲା ତାମପାତ୍ରା , ବରଫ ପାଲଟିଲା ପ୍ରସିଦ୍ଧ ଡାଲ୍ ହ୍ରଦ ।ଫଳରେ ଡାଲ୍ ହ୍ରଦ ଠାରୁ ଆରମ୍ଭ କରି ସମସ୍ତ ହ୍ରଦର ଜଳ ବରଫ ହୋଇଯାଇଛି। ଏପରିକି ଘରକୁ ଯାଇଥିବା ପାଇପ୍ ଲାଇନ୍ର ପାଣି ମଧ୍ୟ ବରଫ ହୋଇଯାଉଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।

ପ୍ରେମିକ ପାଇଁ ମା’କୁ ମାରିଦେଲା ୧୯ ବର୍ଷର ଝିଅ

ଫେସବୁକ୍ ପ୍ରେମିକକୁ ପାଇବା ପାଇଁ ନିଜ ଜନ୍ମକଲା ମା’କୁ ହତ୍ୟା କଲା ଝିଅ । ଘଟଣାଟି ହେଉଛି ତାମିଲନାଡୁର । ଯେଉଁଠି ଏସ୍ ଦେବୀପ୍ରିୟା ନାମକ ଜଣେ ୧୯ ବର୍ଷର ଝିଅ ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡରେ ପ୍ରେମିକ ମଧ୍ୟ ସାମିଲ୍ ଅଛି । ତେବେ ଘଟଣାରେ ଦେବୀପ୍ରିୟା,…

୩୧ ଯାଏଁ ଶୀତର ଲହରୀ

ହାଡଭଙ୍ଗା ଶୀତ। ଜାଡରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର , ଉପାନ୍ତରୁ ଉପକୂଳ ସବୁଠି ଶୀତର ଲହରୀ। ଲାଗାତାର ୪ଦିନ ହେଲାଣି ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ୧୦ଡିଗ୍ରୀ ତଳକୁ ଖସିଛି ୯ଟି ସହରର ତାପମାତ୍ରା। ୩୧ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ପୁରୀରେ ଭକ୍ତଙ୍କ ତଣ୍ଟି କାଟି ଲୁଟ୍, ଗୁରୁତର ଟ୍ଟ

ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ ସହର। ପୁଣି ଭକ୍ତଙ୍କ ଉପରେ ଆକ୍ରମଣ। ଟାଉନଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ମଠ ନିକଟରେ ଜଣେ ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ଏହାପରେ ତାଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ପ୍ରମୋଦ ଜେନା।…

ପିକନିକ୍ ବସ୍ ଦୁର୍ଘଟଣାରେ ୩୩ ଆହତ ୨ ଗୁରୁତର

ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍। ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଘଟିଛି ଏହି ଦୁର୍ଘଟଣା। କେନ୍ଦ୍ରାପଡ଼ାରୁ ରାଉରକେଲା ବେଦବ୍ୟାସକୁ ପିକନିକ୍ ପାଇଁ ଯାଉଥିଲେ। ଟ୍ରକକୁ…

୩ଟି ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କର ଧର୍ମଘଟ

ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଉଛି । ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ…

ଜବାବ ମାଗିଲେ ନବୀନ … ଶୁଣନ୍ତୁ

ଭୁବନେଶ୍ୱର () ବିଜୁ ପଟନାୟକଙ୍କ ପରେ ତାଙ୍କ ସୁପୁତ୍ର ନବୀନ ପଟନାୟକ ରାଜ୍ୟ ପାଇଁ ଆର୍ଥିକ ସ୍ୱାଧୀନତା ଦାବି କରିଛନ୍ତି । ଆର୍ଥିକ ସ୍ୱାଧୀନତା ପାଇଁ ବିଜୁ ବାବୁଙ୍କ ଦାବି ଯଥାର୍ଥ ଥିଲା । ତେଣୁ ଆମକୁ ଆର୍ଥିକ ସ୍ୱାଧୀନତା ଦିଅ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଓ କେନ୍ଦ୍ରୀୟ ଅନୁଦାନ ଦରକାର…

ଚା ଏବଂ ଚକୋଲେଟ ବୟସ ବଢାଏ, କାହିଁକି ଜାଣନ୍ତୁ…

ସାଧାରଣତଃ ଚା ଏବଂ ଚକୋଲେଟର ସେବନ ଶରୀର ପ୍ରତି ହାନିକାରଣ ବୋଲି କୁହାଯାଇଥାଏ। ଏପରିକି ସମସ୍ତଙ୍କୁ ତାହାର ସେବନ କରିବାକୁ ବାରଣ ମଧ୍ୟ କରାଯାଇଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି, ଚା ଏବଂ ଚକୋଲେଟ ଖାଇବା ଦ୍ବାରା ଆମର ଆୟୁ ବଢ଼ିଥାଏ। ଅର୍ଥାତ୍ ଚକୋଲେଟ ଖାଇବା ସହ ଚା ଏବଂ…

ନୂଆ ବର୍ଷରେ ନୂଆ ୨୦ଟଙ୍କିଆ ନୋଟ୍

ନୂଆ ବର୍ଷରେ ଆସିବ ନୂଆ ନୋଟ୍ । ୫୦୦, ୨୦୦,୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବ୍ ଶୀଘ୍ର ମାର୍କେଟକୁ ଆସିବ ନୁଆ ୨୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ପରେ ଏହା ୭ମ କରେନ୍ସି ଯାହାକୁ ଆରବିଆଇ ନେଇ ଆସୁଛି । ଏହି ନୂଆ ୨୦ ଟଙ୍କିଆ ନୋଟରେ ବହୁ ଅତିରିକ୍ତ ସୁରକ୍ଷା ଫିଚର ରହିଛି । ଏଥିରେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.