Odia News Portal

ଆସନ୍ତାକାଲି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ

ଆସନ୍ତାକାଲି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ। ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆସନ୍ତାକାଲି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସେପଟେ ଗତକାଲି ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ରଥର…

ସେବାୟତଙ୍କୁ ସରକାରଙ୍କ ଭୟ, ବିଭ୍ରାଟର ମୂଳ କାରଣ

ରଥଯାତ୍ରା ଅଘଟଣକୁ ନେଇ ଏବେ ଚାଲିଛି ଜୋର୍ ଦାର୍ ଦ୍ୱନ୍ଦ । ଦୋଷ ଖୋଜାଖୋଜିକୁ ନେଇ ଦେଖାଦେଇଛି ବିବାଦ । ବିଶେଷ କରି ବଡ଼ ଠାକୁରଙ୍କ ପହଣ୍ଡି ସମୟରେ ବଳଭଦ୍ରଙ୍କୁ ପକାଇ ଦେବା ଘଟଣା ପରେ ବିବାଦ ତେଜିଛି । ମୁଖ୍ୟ ପ୍ରଶାସକଙ୍କୁ ବଦଳାଯାଇଛି ଏବଂ ଦୋଷ ଖୋଜିବାକୁ କମିଟି ଗଠନ ହୋଇଛି ।…

କାୟା ମେଲାଉଛି ଡେଙ୍ଗୁ; ରାଜ୍ୟରେ ୪୮୮ ଜଣ ପଜିଟିଭ ଚିହ୍ନଟ

ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି।  …

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡ଼ା ଚେତାବନୀ; ‘ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଦାୟିତ୍ବ ନେବା ପୂର୍ବରୁ ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ କଡ଼ା ଚେତାବନୀ କହିଛନ୍ତି, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଅଣସେବାୟତ…

SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସର ଥିବା ଏକ ଗଛରୁ SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ SCO ଜଣଙ୍କ ହେଲେ ସୁରେଶ ମଲ୍ଲିକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦ ପୁର ଅଞ୍ଚଳରେ। ଆଜି ସକାଳେ ସୁରେଶ ମୃତ୍ତିକା ସଂରକ୍ଷଣ…

ବର୍ଷାରେ ଭିଜିବ ଓଡିଶା

ରାଜ୍ୟରେ ବର୍ଷିବ ପ୍ରବଳ ବର୍ଷା ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ…

ଉଦ୍ଧାର ହେଲା ସିପାହୀଙ୍କ ମୃତଦେହ

ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସପ୍ତମ ବାଟାଲିୟନର ସିପାହୀ ଦୁର୍ୟ୍ୟୋଧନ ମହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗଛରେ ରଶି ଲଗାଇ ଦୁର୍ୟ୍ୟୋଧନ ଆତ୍ମହତ୍ୟା କରିଛନ୍ତି । ତେବେ ଦୁର୍ୟ୍ୟୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାହିଁକି ଓ କେଉଁ…

ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟିଛନ୍ତି ସାଇବର ଠକ

ରାଜ୍ୟରେ ବଢ଼ି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ- ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥି ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ଘଟଣାର…

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

ଏଥର ଅମାନିଆଙ୍କ ଗାଡ଼ିରେ ପଶିବ କଣ୍ଟା । ରଙ୍ଗ ରୁଟରେ ଗଲେ ବ୍ୟାରିୟର ଦ୍ୱାରା ଗାଡି ଲିକ୍‌ କରିବ ପୋଲିସ । ଟ୍ରାଫିକ ନିୟମ ନମାନି ଗାଡ଼ି ଚଳାଉଛନ୍ତି କି ? ମଦ ପିଇ ଡ୍ରାଇଭ କରୁଛନ୍ତି କି ? ଯଦି ଏଭଳି କରୁଛନ୍ତି ହୋଇଯାଆନ୍ତୁ ସାବଧାନ । କାରଣ ଚେକିଂ ବେଳେ ଆପଣଙ୍କ ଗାଡି ଲିକ୍ କରିଦେବ…

ନକଲି ଜର୍ଦ୍ଦା କାରଖାନା ଠାବ, ୨ ଗିରଫ

ଭଦ୍ରକ ଜିଲ୍ଲା ପୁରୁଣା ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଛି। ଏହା ସହ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ସେକ୍ ରବାନି ଓ ସେକ୍‌ ଖାଲିକ୍। ପୁରୁଣାବଜାରେ ନକଲି ଜର୍ଦ୍ଦା…