Odia News Portal

କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବାସଭବନରେ ସିବିଆଇ ଚଢ଼ାଉ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡାଙ୍କ ରୋହତକ ସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ । ରେଡ୍ ସମୟରେ ଭୂପିନ୍ଦର ସିଂହ ଘରେ ଉପସ୍ଥିତ ଥିଲେ । ହରିୟାଣା ଏବଂ ଦିଲ୍ଲୀର ୩୦ରୁ ଅଧିକ ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ସୂଚନା ମୁତାବକ…

ମୋଦି ଦେଶର ଅର୍ଥନୈତିକ ଓ ସାମାଜିକବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛନ୍ତି: ରାହୁଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି। ମୋଦି ଦେଶକୁ ଧ୍ୱଂସ କରିଛନ୍ତି। ବିମୁଦ୍ରୀକରଣ ଓ ଜିଏସଟି ଦେଶର ମେରୁଦଣ୍ଡ ଭାଙ୍ଗିଛି। ଗତ ୫ ବର୍ଷରେ ଦେଶର ବହୁତ କ୍ଷତି ହୋଇଛି। ଦେଶର ଟଙ୍କା ଲୁଟ୍ ହେଉଛି। ଈଔଚ-ଈଔଊ ମଡେଲ ସମାନ ବୋଲି ରାହୁଲ କହିଛନ୍ତି।…

କାଳିଆ ଧାମରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ନବୀନ

ପୁରୀ () ପୁରୀ ମାଳତିପାଟପୁରରେ ଆୟୋଜିତ ଚାଷୀ ସମାବେଶରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା 12ଲକ୍ଷ 45ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ କାଳିଆ ସହାୟତା । ଆଜି ଠାରୁ ରାଜ୍ୟର…

ପେଣ୍ଠ ଗ୍ରାମରେ ୬ଟି ଅଫୁଟା ବୋମା ଜବତ

ପାଟକୁରା: ଗତ ଦୁଇଦିନ ହେବ କେନ୍ଦ୍ରାପଡ଼ା ସହରର ହାଇସ୍କୁଲ ପଡ଼ିଆରେ ସଭା କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ସମଗ୍ର କେନ୍ଦ୍ରାପଡ଼ା ସହର। ଏପରିକି ଗତକାଲି ଅପରାହ୍ଣ ୪ଟାରୁ ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ସକାଳୁ…

ଆଜି ପୁରୀରେ କାଳିଆ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ : ସମାବେଶରେ ୩୧୪ ବ୍ଲକ୍‌ରୁ ୨ଲକ୍ଷ ଚାଷୀ ଯୋଗଦେବା

ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା…

ଶାନ୍ତି କମିଟି ବୈଠକ ସଫଳ : ଆଜି ସକାଳ ୬ଟାରୁ କେନ୍ଦ୍ରାପଡ଼ାରେ କର୍ଫ୍ୟୁ ପ୍ରତ୍ୟାହାର

କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ…

ଭଦ୍ରକରେ ନାବାଳିକା ଗଣ ଦୁଷ୍କର୍ମ, ୨ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧଗାଁରେ ଜଣେ ନାବାଳିକା ମେଲୋଡି ଗାୟିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୨ ତାରିଖ ଦିନ ଜଣେ ଟେଣ୍ଟ ବ୍ୟବସାୟୀଙ୍କ ପୁଅର ଜନ୍ମଦିନ…

ସୁକିନ୍ଦାରେ ଷଣ୍ଢ ଚାଲାଣ: ୫ଜଣ ଅଭିଯୁକ୍ତ ଗିରଫ

ଯାଜପୁର ରୋଡ : ସୁକିନ୍ଦା ଥାନା ଅଞ୍ଚଳରୁ ୫ଜଣ ଷଣ୍ଢ ଚାଲାଣକାରୀ ଗିରଫ। ସୁକିନ୍ଦା ଅଞ୍ଚଳ ହରିପୁରଠାରେ ଗୋରୁ ହାଟ ଚାଲିଥିଲା। ଷଣ୍ଢକୁ ନେଇ ବିଲ ମଝିରେ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଧରିଥିଲେ। ଲୋକମାନେ ପୋଲିସକୁ ଖବର କରି…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧ । ଭୁବନେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ । ଦିନ ୧୦ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ରସଗୋଲା, ଜାଣନ୍ତୁ…

ସାଧାରଣତଃ ରସଗୋଲା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସଜାଗ ରହୁଥିବା ଲୋକ ଏହା ଭାବନ୍ତି ଯେ ରସଗୋଲା ସେମାନଙ୍କ ଶରୀର ପାଇଁ କ୍ଷତିକାରକ ପ୍ରମାଣିତ ହେବ ନାହିଁ ତ। ରସଗୋଲା ପ୍ରିୟ ଲୋକଙ୍କ ପାଇଁ ଏକ ଭଲ ଖବର ରହିଛି। ଏବେ ରସଗୋଲା ଆପଣଙ୍କ ସ୍ବାସ୍ଥ୍ୟକୁ ସୁଧାରିବା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.