Odia News Portal

ରାଜ୍ୟସ୍ତରୀୟ ପ୍ୟାରେଡ ଉତ୍ସବରେ ରାଜ୍ୟପାଳଙ୍କ ଅଭିବାଦନ ଗ୍ରହଣ

୭୦ତମ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସାରା ଓଡିଶା ଉତ୍ସବମୁଖର ହୋଇଉଠିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲା, ସବଡିଭିଜନ ସମେତ ପୁରପଲ୍ଲୀରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନେଶ୍ୱର ଠାରେ ଅନୁÂିତ ରାଜ୍ୟସ୍ତରୀୟ ପ୍ୟାରେଡ୍ ଉସ୍ôବରେ ରାଜ୍ୟପାଳ…

ଏକାଠି ହୁଅ ଏମାଟି ପାଇଁ କାମ କର: ମୁଖ୍ୟମନ୍ତ୍ରୀ

ସମସ୍ତଙ୍କୁ ସାଙ୍ଗରେ ନେଇ ନୂଆ ଓଡିଶା ଗଠନ କରିବା ଏବଂ ଏ ମାଟି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି କଟକ ଠାରେ ଅନୁÂିତ ୭୦ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ଅଭିଭାଶଣରେ…

ପଦ୍ମଶ୍ରୀ ନେବେନି ଗୀତା ମେହେଟ୍ଟା

ଭୁବନେଶ୍ୱର () ପଦ୍ମଶ୍ରୀ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା । ତାଙ୍କୁ ଏହି ସମ୍ମାନ ପାଇଁ କେନ୍ଦ୍ର ସରକାର ଯୋଗ୍ୟ ବୋଲି ଭାବିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ସମ୍ମାନ ପାଇଁ ତାଙ୍କ ନାମ ଘୋଷଣାର ସମୟ ଠିକ ନୁହଁ ବୋଲି ସେ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ…

ତୌରଙ୍ଗାର ମଜା ନେଲେ ଭାରତୀୟ ଖେଳାଳି

ନାପିଏରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ତୌରଙ୍ଗାରେ ମଉଜ କରୁଥିବା ଦେଖିବାକୁ ମିଳିଛି। ଶନିବାରର ଦ୍ବିତୀୟ ଦିନିକିଆ ପାଇଁ ନାପିଏରରୁ ତୌରଙ୍ଗାର ମାଉଣ୍ଟ ମଙ୍ଗନୁଇଁ ଯିବା ବାଟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, କୁଲଦୀପ…

କଂଗ୍ରେସରେ ସାମିଲ ହେଲେ ପଞ୍ଚାନନ

ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ…

ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ୍ କରନ୍ତୁ ଏହି କାମ କରି, ଜାଣନ୍ତୁ…

ଝିଅମାନଙ୍କୁ ପୁରୁଷ ମାନଙ୍କର ଜୀବନଶୈଳୀ ବହୁତ ପସନ୍ଦ ଥାଏ। କିନ୍ତୁ ପୁରୁଷମାନେ ନିଜର ପର୍ସନାଲିଟୀକୁ ନେଇ ସେତିକି ଯତ୍ନଶୀଳ ନଥାନ୍ତି ଯେତିକି ମହିଳାମାନେ ଥାଆନ୍ତି। ପରିଚୟ କରିବା ପାଇଁ କାମ ସହିତ ବେଶଭୂଷା ମଧ୍ୟ ବହୁତ ଗୁରୁତ୍ବ ରଖିଥାଏ। ଡ୍ରେସିଙ୍ଗ୍ ଷ୍ଟାଇଲରେ ଟିକେ ବି ଅବହେଳା ଆପଣଙ୍କ…

ଆଜି ଓଡିଆ ଅଭିନେତ୍ରୀ ଏଲିଙ୍କ ବାହାଘର

ଆଜି ଅଭିନେତ୍ରୀ ତଥା ଉପସ୍ଥାପିକା ଏଲି ପାଢୀଙ୍କ ବାହାଘର। ପିଲା ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କୁ ଏଲି ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଶ୍ରୀମୟ ଜଣେ ବ୍ୟବସାୟୀ। ‘ତାଜା ଖବର’, ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍ ଦ ଇୟର’…

ବ୍ୟାଙ୍କ ଆକାଉଣ୍ଟ ଦେଖନ୍ତୁ, କାଳିଆ ଟଙ୍କା ଆସିଲା

ଭୁବନେଶ୍ବର () ଆଜିଠାରୁ କାଳିଆ ଯୋଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷ 45ହଜାର 490 ଜଣ ଚାଷୀଙ୍କୁ ମିଳିଛି 5000 ଟଙ୍କା ଲେଖାଏଁ ସହାୟତା । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି । ପ୍ରଥମ…

ପ୍ରିୟଙ୍କା ଗାନ୍ଧୀଙ୍କୁ ସନ୍ନି ଲିଓନିଙ୍କ ସହିତ ତୁଳନା କରି ଫସିଲେ ଏହି ଅଭିନେତ୍ରୀ

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ଭାବେ ରାଜନୀତିକୁ ଆସିବେ ବୋଲି ଘୋଷଣା ହୋଇସାରିଛି। କଂଗ୍ରେସ ପାର୍ଟି, ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛି। ଏହି ଘୋଷଣା ପରେ ସାରା ଦେଶରେ କଂଗ୍ରେସର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିସହିତ ସୋଶାଲ…

ଇତିହାସ ରଚିଲା ଇସ୍ରୋ

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ପିଏସ୍ଏଲଭି ଜରିଆରେ ଆଉ ଦୁଇଟି ସାଟେଲାଇଟ୍ ମହାକାଶକୁ ପଠାଇଛି ଇସ୍ରୋ । ଗୋଟିଏ ଡିଆରଡିଓର ମାଇକ୍ରୋସାଟ୍-R ଏବଂ ଅନ୍ୟଟି ଚେନ୍ନାଇ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଲାମ ସାଟ୍ର ସଫଳ ଉତ୍କ୍ଷେପଣ ହୋଇଛି । PSLV-C44 ରକେଟଟି PSLVର ନୂଆ ଭର୍ସନ । ଏଥିରେ ୪ଟି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.