Odia News Portal

ରିଲେନସିପକୁ ନେଇ ଖୁଲାସା କଲେ ଜାହ୍ନବୀ କପୁର

ମୁମ୍ବାଇ : ବଲିଉଡ଼ର ନବାଗତ ଅଭିନେତ୍ରୀ ଜାହ୍ନବୀ କପୁର ୨୦୧୮ମସିହାରେ ଧଡ଼କ ଫିଲ୍ମ ଜରିଆରେ ଡ଼େବ୍ୟୁ କରିଛନ୍ତି। ଶ୍ରୀଦେବୀ ତନୟାଙ୍କର ଫିଲ୍ମ ବକ୍ସଅଫିସରେ ଖୁବ୍ ଭଲ କାମ କରିଥିବା ବେଳେ ଏଥିରେ ତାଙ୍କ ସହଅଭିନେତା ସାଜିଥିବା ଇଶାନ ଖଟ୍ଟରଙ୍କ ସହ ସଂପର୍କକୁ ନେଇ ବେଶ ଆଲୋଚନା ହୋଇଥିଲା। କିନ୍ତୁ…

ମହାକାଳପଡ଼ା ରାଜଗଡ଼ ଗାଁରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ

ମହାକାଳପଡ଼ା: ମହାକାଳପଡ଼ାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ। କେନ୍ଦ୍ରାପଡ଼ା ସ୍ପେଶାଲ ସ୍କାର୍ଡ ଓ ମହାକାଳପଡ଼ା ପୋଲିସ ମିଳିତ ଭାବେ ରାଜଗଡ଼ ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଛନ୍ତି। ଗତ ୨ବର୍ଷ ଧରି ଏହି କାରଖାନା ଚାଲୁଥିବା ବେଳେ ଅରିଜିନାଲ ଜର୍ଦ୍ଦା ମାଲିକ…

ଶେଷ ଟେଷ୍ଟର ଅନ୍ତିମ ଦିନରେ ଭାରତ, ଜିତିଲେ ରଚିବ ଇତିହାସ  

ନୂଆଦିଲ୍ଲୀ: ଶେଷ ଟେଷ୍ଟର ଅନ୍ତିମ ଦିନରେ ଜିତିପାରିଲେ ଇତିହାସ ରଚିବ ଭାରତ। ବିଜୟ ଲାଭ କରି ନପାରିଲେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ହାତେଇବ ଭାରତ। ଶେଷ ଥର ଭାରତ ମାଟିରେ ଏହି ଟ୍ରଫି ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ତେବେ ଏହା ସହ ଅନେକ ରେକର୍ଡର ଅଧିକାରୀ ହେବ। ୧୯୭୭-୭୮ ପରେ ଦ୍ୱିତୀୟ ଥର…

କୃଷୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା

ଭୁବନେଶ୍ୱର: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ଇସ୍ତଫା ଦେଇଛନ୍ତି । ପିପିିଲି ଗଣଦୁଷ୍କର୍ମ ଘଟଣାରେ ତାତ୍ସଲ୍ୟପୂର୍ଣ୍ଣ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଶେଷରେ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ହୋଇଛି । ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିତଲା ବେଳେ ଏହି ଘଟଣା ଯେତେବେଳେ ଘଟିଥିଲା ସେ ସମୟରେ…

ପ୍ରଥମ ଯୋଡ଼ା ମହୋତ୍ସବ ଉଦଘାଟିତ

ପ୍ରଥମ ଥର ପାଇଁ ଯୋଡ଼ାରେ ଆରମ୍ଭ ହୋଇଛି 'ଯୋଡ଼ା ମହୋତ୍ସବ' । ଶନିବାର ସଂଧ୍ୟାରେ ରଂଗାରଂଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି 'ଯୋଡ଼ା ମହୋତ୍ସବ' । କେନ୍ଦ୍ରିୟ ଖେଳ ପଡ଼ିଆ ଠାରେ ଆୟୋଜିତ ଉଦଘାଟନୀ ସଂଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ସରିଲା ରିମାଣ୍ଡ ଜେଲ୍‌ ଫେରିଲେ ଗୋ‌ଲ୍ଡେନ୍‌ ବାବା

ଭୁବନେଶ୍ବର: ଦୁଇ ଦିନିଆ କମିସନ୍‌ରେଟ୍‌ ପୁଲିସ ରିମାଣ୍ଡରେ ଯାଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ଆଜି ଝାରପଡ଼ା ଜେଲ୍‌ ଫେରିଛି। ଆଜି ତାକୁ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ ସେ ପୁଲିସକୁ ଭୁଆଁ ଭୁଲାଇବା ପାଇଁ…

ଉମରକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବିଜେଡ଼ି ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଉମରକୋଟ ବିଜେଡ଼ି ବିଧାୟକ ସୁବାସ ଗଣ୍ଡଙ୍କ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ସକାଳୁ ସକାଳୁ ରାଇଘର ଲାଲପାରା ପାଖରେ ଏକ ବାଇକ୍ କୁ ପିଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଗଲା ବିଧାୟକଙ୍କ କାର୍ । ଏହା ଫଳରେ…

କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। …

କନ୍ଧମାଳ ଟିକିରିପଡ଼ାରେ ମାତିଲେ ଲାଲ୍‌ବାହିନୀ

କନ୍ଧମାଳ: ପୁଣି ମାତିଲେ ଲାଲ୍‌ବାହିନୀ। କନ୍ଧମାଳ ସୁଡ୍ରୁକୁମ୍ପା ଟିକିରିପଡ଼ାରେ ମାତିଲେ ଲାଲ୍‌ତାଣ୍ଡବ। ପାତିଆମ୍ବାରେ ରାସ୍ତାକାମକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି। ଠିକା କ୍ୟାମ୍ପ ସହ ୨ ଟ୍ରାକ୍ଟର ଓ ପିକଅପ ଭ୍ୟାନ୍‌ ଜାଳିଲେ। ବିଳମ୍ବିତ ରାତିରେ ୧୦-୧୨ ମାଓବାଦୀ ଆସି ଏହି ଲଙ୍କାକାଣ୍ଡ…

ବିଜେପି ସାଂସଦ, ସିପିଏମ୍‌ ବିଧାୟକଙ୍କ ବାସଭବନକୁ ବୋମା ମାଡ଼

ଥିରୁବନନ୍ତପୁରମ୍‌: କେରଳର ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ହିଂସା ଉପୁଜିଛି ତାହା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ୪୦ ବର୍ଷରୁ କମ୍‌ ବୟସର ଦୁଇ ମହିଳାଙ୍କ ମନ୍ଦିର ପ୍ରବେଶ ପରେ ରାଜ୍ୟରେ ଜାରି ରହିଥିବା ହିଂସା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.