Odia News Portal

ଭଗବାନ ଶ୍ରୀକୃଷ୍ଣଙ୍କର ରଙ୍ଗ ନୀଳ କାହିଁକି ଜାଣନ୍ତୁ !

ଏଠାରେ ଅଲଗା ଅଲଗା ଲୋକଙ୍କ ଦ୍ବାରା କିମ୍ବଦନ୍ତୀ ବର୍ଣ୍ଣନା କରାଯାଇଛି। ଏହାକୁ ଲୋକମାନେ ନିଜ ନିଜ ଭାବନା ଅନୁସାରେ ଗ୍ରହଣ କରିଥାନ୍ତି।  -ଭଗବାନ ଶ୍ରୀକ୍ରୁଷ୍ଣଙ୍କର ନୀଳ ରଙ୍ଗ ପଛର ଏକ ଧାରଣା ରହିଛି ଯେ ଭଗବାନ ଶ୍ରୀକ୍ରୁଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଏ। ଭଗବାନ…

ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା

ବାଲେଶ୍ବର : ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା । ଯୁବକଙ୍କୁ ଯୋତାରେ ନିର୍ଧୁମ୍ ଛେଚିଲେ ମହିଳା । ଏହି ଘଟଣାଟି ଘଟିଛି ବାଲେଶ୍ବରରେ । ସୂଚନା ଅନୁସାରେ ମହିଳା ଜଣକ ଷ୍ଟେସନରୁ ଫେରୁଥିବା ସମୟରେ ଯୁବକ ଜଣକ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯେଉଁଥିରେ ମହିଳା ଜାଣକ…

ଅନ୍ତିମ ଟେଷ୍ଟ୍: ରେକର୍ଡ ଭାଙ୍ଗିଲେ ପୂଜାରା

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍…

ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଆଜି ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର ଜବତ କରିଛି। ଏହାର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଅଧିକ ହେବ।

ଆଜିଠୁ କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା

କଟକରେ ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା, ଭାଗନେବେ ଓଡ଼ିଶା ସମେତ ୩୫ଟି ରାଜ୍ୟର ୫୫୦ ଖେଳାଳି, ଜୁନିଅର ଓ ସିନିଅର ବର୍ଗରେ ପୁରୁଷ ଓ ମହିଳା ଖେଳାଳି ଭାଗନେବେ, ୧୮ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହେଉଛି ପ୍ରତିଯୋଗିତା

ବଢୁଛି ଏନଜେନର ଦାଦାଗିରି, ଉପରିସ୍ଥ ଅଧିକାରୀ ନିରବ

କେନ୍ଦ୍ରାପଡା () କେନ୍ଦ୍ରାପଡା ଜିଲ୍ଲାରେ ଲୋଟେନସନ ଲାଇନର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଏନଜେନ କମ୍ପାନୀ ଗ୍ରାହକଙ୍କ ଉପରେ ଦାଦାଗିରି ଚଳାଇଛି । ହେଲେ କମ୍ପାନୀ ଉପରେ କାହାର ନିୟନ୍ତ୍ରଣ ନାହିଁ । ଜିଲ୍ଲାରେ ଏଲଟି ଲାଇନର ରକ୍ଷଣାବେକ୍ଷଣ ସହ ବିଦ୍ୟୁତ ବିଲ୍ କଲେକସନ ଦାଇତ୍ବ ନେଇଛି ଏହି…

ଓଲଟି ପଡ଼ିଲା ବସ୍‌ : ୧୦ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏ-ୱାନ୍‌ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ…

ଭଗ୍ରତାରା ଛକ ନିକଟରେ ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ

ଭଦ୍ରକ: ଗଛକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଫଳରେ ଗାଡିରେ ଚିକିତ୍ସା ପାଇଁ ଯାଉଥିବା ଜଣେ ରୋଗୀଙ୍କ ସମେତ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭଦ୍ରକ ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ ଓ…

ଲୋକସେବା ଆୟୋଗଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଘୁଞ୍ଚେଇବା ପାଇଁ ପରୀକ୍ଷାଥିମାନେ ଓଡିଶା ଲୋକସେବା ଆୟୋଗଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ ଗତ ଡ଼ିସେମ୍ବର ତେଇଶି ତାରିଖ ରିଖ ପରୀକ୍ଷା ହେବାର ଥିଲା, ମାତ୍ର ସେଦିନ ନ ହୋଇ ତାକୁ ଜାନୁଆରୀ କୋଡିଏକୁ…

ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା !

ମହିଳାବିରୋଧୀ ବୟାନ ଦେଇଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିକୁ ବିଜେପି ଓ କଂଗ୍ରେସର ବ୍ୟାପକ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ନିମନ୍ତେ ପୁଣି ଏକ ନୂଆ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ୫ତାରିଖରେ ପୁରୀରେ ପ୍ରସ୍ତାବିତ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.