Sign in
Sign in
Recover your password.
A password will be e-mailed to you.
ପୋଲିସକୁ ସଫଳତା ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ
ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ନଗିରା ପଞ୍ଚାୟତ ର ଶିବିଡା ନିକଟସ୍ଥ ଏକ ପାହାଡିଆ ଅଞ୍ଚଳରେ ଗତକାଲି ଲକ୍ଷାଧିକ ଟଙ୍କାର ଅଫିମ ଗଛ ସବୁକୁ ପୋଲିସ ଠାବ କରି ତାକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଖବର ରୁ ଜଣାଯାଏ ପାଳଲହଡା ର ଉକ୍ତ ପାଉଡି ଭୂୟାଁ ଅଞ୍ଚଳ ଗୁଡିକ ଘଞ୍ଚ!-->…
ଆଟାକିଙ୍ଗ ମୋଡ଼ରେ ଶାସକ-ବିରୋଧୀ ସଦସ୍ୟ
ଭୁବନେଶ୍ୱର : ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ତେବେ ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ!-->…
ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ
ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ!-->…
ଶତାବ୍ଦୀ କୋଚ୍ରେ ନିଆଁ
ନୂଆଦିଲ୍ଲୀ : ଶତାବ୍ଦୀ ଏକ୍ସପ୍ରେସ୍ରେ ନିଆଁ । ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଏକ କୋଚ୍ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍କୁ କଂସରୋ ରେଳ ଷ୍ଟେସନ୍ରେ ଅଟକାଇ ଯାଇପାରିଥିଲା । ଏହା ପରେ ରାଜାଜୀ ଟାଇଗର୍!-->…
ପୋଲିସ ମୁଣ୍ଡ ଜାମ : ସିଜ୍ କାରରେ ମୃତଦେହ
ଭୁବନେଶ୍ବର ୧୩।୩: ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ରହିଥିବା ସିଜ୍ ହୋଇଥିବା ଏକ କାର୍ ମଧ୍ୟରୁ!-->!-->!-->…
ଟିକାକରଣ ଅଭିଯାନରେ ରତନ ଟାଟା
ନୁଆଦିଲ୍ଲୀ: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଶିଳ୍ପପତି ରତନ ଟାଟା। ସେ ଆଜି ଟିକାର ପ୍ରଥମ ଡୋଜ ନେଇଛନ୍ତି। ପ୍ରଥମ ଡୋଜ୍ ନେବା ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା କହିଲେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ।
ଅବିଳମ୍ବେ ସମସ୍ତେ!-->!-->!-->…
ଟିଏମସିରେ ଯୋଗଦେଲେ ଯଶବନ୍ତ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁଦିନକୁ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି । କିଛି ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ। ହେଲେ ଶନିବାର ଥିଲା କିଛି ନିଆରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି ବେଙ୍ଗଲର!-->…
ଅଷ୍ଟମ ଯାଏଁ ପରୀକ୍ଷା ଓ ଫେଲରୁ ମୁକ୍ତି
ଭୁବନେଶ୍ବର:ପରୀକ୍ଷା ଓ ଫେଲ ଟେନସନ ଆଉ ନାହିଁ । ଚଳିତବର୍ଷ ଏଥିରୁ ମୁକ୍ତ ହୋଇଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ!-->…