Odia News Portal

ଏନଡିଏକୁ ବଂଚାଇଲା ମୋଦିଙ୍କ ଏଣ୍ଟ୍ରି

ପାଟନା() କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୨୪୩ ଆସନରୁ ୧୨୫ଟି…

ଅନ୍ତର୍ଘାତୀ କାମ ଯୋଗୁଁ ହାରିଲୁ

ଭୁବନେଶ୍ବର()  ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ…

କରୋନାରେ ଆଉ ୧୫ ମୃତ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୧୨୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ବାଲେଶ୍ୱର…

ଆଜି ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ହଜାର ପାର

ଭୁବନେଶ୍ବର()  ରାଜ୍ୟରେ ଆଜି ୧୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୦୩ ଜଣ ଚିହ୍ନଟ ହୋଇଥିବାବେଳେ ୫୧୭ଟି ଲୋକାଲ କେସ୍‌ ରହିଛି। ନୂତନ…

ରାଜଧାନୀ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି । ଆଗକୁ ବିବାହ ଋତୁ ସେପଟେ କରୋନା ସଂକ୍ରମଣର ଦ୍ୱିତୀୟ ଲହାରୀକୁ ନେଇ ଚିନ୍ତା । ଏଣୁ ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ…

କାହିଁକି କମିଲା ତିର୍ତ୍ତୋଲ ବ୍ଲକ ବିଜେଡି ଭୋଟ ?

ଜଗତସିଂହପୁର() ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି…

ମୁଖ୍ୟ ସଚିବଙ୍କୁ ଭୁଆଁ ବୁଲାଇଲେ ପ୍ରଦୂଷଣ ବୋର୍ଡ ଅଧିକାରୀ

ଭୁବନେଶ୍ୱର () ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‍ ମୁଖ୍ୟ ଶାସନ ସଚିବ । ଗତମାସରେ ବୋର୍ଡ ବୈଠକରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିବାବେଳେ କିଛି ଅଧିକାରୀ ତାଙ୍କୁ ଭୁଆଁ ବୁଲାଇ ଦେଇଛନ୍ତି । ମୁଖ୍ୟ ସଚିବଙ୍କ ନିଷ୍ପତ୍ତିକୁ ନିଜ ସ୍ୱାର୍ଥ ପାଇଁ ମୋଡି ମକଚି ଦେବା…

ସ୍ମାର୍ଟ ସିଟିର ୯ ପ୍ରମୁଖ ରାସ୍ତାର ହେବ ନବକଳେବର

ଭୁବନେଶ୍ବର() ଆରାମରେ ଚାଲିବେ ପଥଚାରୀ। ନା ଟ୍ରାଫିକ୍‌ ଟେନସନ୍‌ ନା ଦୁର୍ଘଟଣାର ଭୟ। ସୁସ୍ଥ ପରିବେଶ ଭିତରେ ବାଟ ଚାଲିବେ ପଥଚାରୀ। ବିଶ୍ରାମ ପାଇଁ ସବୁଜିମା ଭରା ପ୍ରଶସ୍ତ ସ୍ଥାନ ବି ରହିବ। ସାଇକେଲ୍‌ ଚାଳକ ମଧ୍ୟ ବେଶ୍‌ ଆରାମରେ ସ୍ୱତନ୍ତ୍ର ଟ୍ରାକ୍‌ରେ ଯାତାୟାତ କରିପାରିବେ। ରାଜଧାନୀର…

ବାଲେଶ୍ବର ବିଜେଡିର ବାଜିମାତ୍, ୧୩ ହଜାର ବ୍ୟବଧାନରେ ଜିତିଲେ ସ୍ୱରୂପ

ଭୁବନେଶ୍ୱର () ପୁଣିଥରେ ବିଜେଡି ଦଖଲକୁ ଫେରିଲା ବାଲେଶ୍ବର । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଏଜେଣ୍ଡାକୁ ଭରସା କଲେ ବାଲେଶ୍ବରବାସୀ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ 13ହଜାର 516 ଖଣ୍ଡ ଭୋଟରେ ଜିତାଇଛନ୍ତି।  ବିଜେଡି ପ୍ରାର୍ଥୀ 83470 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି 69954 ଖଣ୍ଡ ଓ…

ତିର୍ତ୍ତୋଲରେ ବିଜୟଙ୍କ ବିଜୟ, ୪୦ ହଜାର ବ୍ୟବଧାନରେ ଜିତିଲେ

ଭୁବନେଶ୍ୱର () ତିର୍ତ୍ତୋଲରେ ବାଜି ମାରିଛନ୍ତି ବିଜେଡି ପାର୍ଥି ବିଜୟ ଶଙ୍କର ଦାସ। ନିକଟତମ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ 40296 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ବିଜୟ ଶଙ୍କର ବିଜୟୀ ହୋଇଛନ୍ତି । ସେ 86186 ଖଣ୍ଡ ଭୋଟ ପାଇଥିଲେ । ବିଜେପି…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.