Odia News Portal

ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି  । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି  । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି  । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି…

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ପୁରୀ() ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି ପତ୍ର ଦିଆଯାଇଛି । ଦେଉଳ ପୁରୋହିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଅନୁମତି…

ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା ସିଧାସଳଖ ବଲିଉଡ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ଦୁର୍ବଳ ମଣିଷ ଡିପ୍ରେସନ ଆସି ଆତ୍ମହତ୍ୟା କରିଥାଆନ୍ତି।…

୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସକ୍ରିୟ ରହିଛି। ଏହି କାରଣରୁ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ପ୍ରାୟ ୧୪ଟି…

ଜୁନ୍ ୩୦ ଯାଏଁ ୧୬ ଘଣ୍ଟିଆ ସଟଡାଉନ

ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଏହି କଟକଣା…

ଦେଶରେ ୨୪ ଘଣ୍ଟାରେ ୩୮୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୦୯୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦…

ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍, ୧୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା…

ଏହି ତାରିଖରେ ଆଉ ଏକ ଲଘୁଚାପ : ୭ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ବର୍ଷା । ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି । ପାଣିପାଗ ପୂର୍ବାନୁମାନ ଯାହା-ଏଭଳି ସ୍ଥିତି ଏବେ ଲାଗି ରହିବ । ଆସନ୍ତା ୧୮ ତାରିଖବେଳକୁ ବର୍ଷା ପରିମାଣ ଆହୁରି ବଢ଼ିବ । ୧୯ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ପାଖାପାଖି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି…

ରସିକିଆ ASI ହେଲେ ନିଲମ୍ବିତ

ଭୁବନେଶ୍ବର : ପୁଣି  ଖାକିରେ କଳଙ୍କ। ମହିଳାଙ୍କୁ ଏସିଡ ଆଟକର ଧମକ ଦେବା ଘଟଣାରେ  କ୍ୟାପିଟାଲ ଥାନାର ASI ହେଲେ ନିଲମ୍ବିତ। ମିଳିଥିବ ସୂଚନା ମୁତାବକ ବର୍ତ୍ତମାନ କମିଶନରେଟ୍ ପୋଲିସ୍ କଣ୍ଟ୍ରୋଲ୍ ରୁମରେ କର୍ଯ୍ୟରତ ଥିବା ଏଏସ୍ଆଇ ସୁବ୍ରତ ଜ୍ଞାନରଞ୍ଜନ ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସାହସିକ ପଦକ୍ଷେପ ନେଇ କାର୍ଯ୍ୟସାଧନ କରିବେ। ଆଶାତୀତ ଭାବରେ ସ୍ବାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଖୁସୀ ରହିବେ। କିନ୍ତୁ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତିରେ, ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.