Odia News Portal

କୃଷି ଓ କୃଷକଙ୍କ ସାମୁହିକ ବିକାଶ ପାଇଁ ହେବ ରୋଡ ମ୍ୟାପ: କୃଷିମନ୍ତ୍ରୀ

ଭୁବନେଶ୍ୱର () କୃଷି ଓ କୃଷକଙ୍କ ସାମୁହିକ ବିକାଶ ପାଇଁ ରାଜ୍ୟ ସରକାର ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏଥିପାଇଁ ସବୁ ବିଧାୟକଙ୍କ ପରାମର୍ଶ ନିଆଯିବ । ଆଜି ବିଧାନସଭା ପ୍ରଶ୍ନକାଳରେ କୃଷିମନ୍ତ୍ରୀ ଅରୁଣ ସାହୁ ଏହା କହିଛନ୍ତି । ଏହି ଆଲୋଚନାରେ ସେ ବରିଷ୍ଠ ବିଧାୟକମାନେ ଦେଇଥିବା…

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଧାନସଭାରେ ବିବାଦ

ଭୁବନେଶ୍ବର()   ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ନେଇ ବିଧାନସଭାରେ ବିବାଦ ବଢିବାରେ ଲାଗିଛି । କଂଗ୍ରେସ ବାରମ୍ବାର ଅଶ୍ୱିନୀଙ୍କୁ ନେଇ ବିଜେପି- ବିଜେଡି ଭିତିରିଆ ବୁଝାମଣା କଥା ଉଠାଉଛି । ସେପଟେ ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।ଶାହା କମିଶନଙ୍କ…

ରେଳବାଇ ସୁରକ୍ଷା କମିଟି ବୈଠକ, ଯାତ୍ରୀଙ୍କ ସୁରକ୍ଷାକୁ ଫୋକସ୍

ଭୁବନେଶ୍ବର : ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ପୋଲିସ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବସିଥିବା ପ୍ରଥମ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି…

ଭାରତୀୟ ମହିଳା ରଗ୍‌ବୀ ଟିମରେ ଥିବା ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର : ଭାରତୀୟ ମହିଳା ରଗ୍‌ବୀ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଗତକାଲି ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ରୁପା ତାରକସୀର କୋଣାର୍କ ଚକର ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡ଼ା ଦକ୍ଷତାକୁ ଉଚ୍ଚ ପ୍ରଶଂସା…

ଭିତରକନିକାରେ ୧୦୩ଟି ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଶେଷ ହୋଇଛି । ଗତବଷ ୧୦୧ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୦୩ଟି ବସା ଚିହ୍ନଟ କରିଛି ରାଜନଗର ବନଖଣ୍ଡ ବିଭାଗ । ସେଥିରୁ କନିକା ରେଞ୍ଜରେ ୯୧ଟି…

କାଲି ଉପବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଆସନ୍ତା କାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ବିଧାନସଭା ସଚିବଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ବୋଲି ସୂଚନା ପ୍ରକାଶ ପାଇଛି । ତେବେ ରଜନୀକାନ୍ତ…

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୪ଟି ସ୍ଥାନରେ ରେଡ୍‌

ଜଗତସିଂହପୁର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଜଗତସିଂହପୁର ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ   ସରକାରୀ କାର୍ଯ୍ୟାଳୟ ଓ  ଜଗତସିଂହପୁର ଚାନ୍ଦୁରା ସ୍ଥିତ ବାସ ଭବନ,  ସମେତ ମୋଟ୍ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ତାଙ୍କ…

ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

ଲଣ୍ଡନ : ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଥିବା କିୱି ଟିମ୍ ଆଜିର ମ୍ୟାଚ୍ ଜିତିଲେ ଦ୍ବିତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିବ । ସେପଟେ ପାକିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ନିତାନ୍ତ ଆବଶ୍ୟକ । ନହେଲେ ସର୍ଫରାଜ…

ଦର୍ଶକ ପାଇଁ ଏକ ଖୁସି ଖବର : ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ । …

୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ପୂର୍ଣ୍ଣାଙ୍ଗ

ଭୁବନେଶ୍ୱର()   ରାଜ୍ୟରେ ସ୍ୱଚ୍ଛତା ଓ ପରିମଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା’ ମିଶନ କାର୍ଯ୍ୟାନ୍ତ୍ରୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ସରିଛି ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.