Odia News Portal

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି କରିଛନ୍ତି ଦଳ ସୁପି୍ରମୋ । ଏହାସହ ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ନବୀନ । ଏହାପୂର୍ବରୁ ବିଜେଡି ବିଧାୟକ ଦଳ…

ରାଜୀବଙ୍କୁ ଲୁକ ଆଉଟ ନୋଟିସ

କୋଲକାତା()  କୋଲକାତାର ପୂର୍ବତନ ପୋଲିସ ଅଫିସରରାଜୀବ କୁମାରଙ୍କୁ ଲୁକଆଉଟ ନୋଟିସ । ଏହାଫଳରେ ରାଜୀବ କୁମାରଙ୍କ ବିଦେଶ ଯାତ୍ରା ପୂର୍ବରୁ ସିବିଆଇକୁ ସୂଚନା ଦେବେ ବିମାନବନ୍ଦର କର୍ତ୍ତୃପକ୍ଷ । ମେ ୨୩ରେ ରାଜୀବଙ୍କ ବିରୋଧରେ ଏହି ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ । ନିର୍ବାଚନ ପୂର୍ବରୁ…

ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ପାଇଁ ପୁରୀରେ ବିଶ୍ୱ ବ୍ୟାଙ୍କ ଟିମ୍

ପୁରୀ()  ସାମୁଦ୍ରିକ ବାତ୍ୟା ଫନି ଦ୍ୱାରା କେତେ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ୱବ୍ୟାଙ୍କର ୫ ଜଣିଆ ଟିମ୍ । ଏହି ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ପୁରୀର ବିଭିନ୍ନ ସ୍ଥାନ, ହୋଟେଲ ଓ ଚାଷ ଜମିର କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ…

କଳ୍ପନାଙ୍କ ମୃତଦେହ ଆଣିବାକୁ କାଠମାଣ୍ଡୁ ଯିବ ୩ ଜଣିଆ ଟିମ୍‌

ଭୁବନେଶ୍ବର()  ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଓଡ଼ିଶାରୁ ଏକ ଟିମ୍ କାଠମାଣ୍ଡୁ ଯିବ। ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ପରିବାରର ୨ ଜଣ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ ପର୍ବତାରୋହୀ ଗଣେଶ ଜେନା ମଧ୍ୟ ଟିମ୍ ସହ ଯିବେ।…

୨୯ ଯାଏଁ ହିଟୱେବ ଜାରି

ଭୁବନେଶ୍ବର()  ୨୯ ଯାଏଁ ହିଟୱେବ ଜାରି କଲା ପାଣିପାଗ ବିଭାଗ । ଗତକାଲି ୫ ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଥିଲା । ସେହିପରି ୪୦ ଡିଗ୍ରୀ ଉପରେ ୧୩ ସହରର ପାରଦ ଛୁଇଁଛି । ୪୬ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଦିନ ରାଜ୍ୟରେ ତାତି ଜାରି ରହିବ…

ଆଜି ବସିବ ବିଜେଡି ବିଧାୟକ ବୈଠକ

ଭୁବନେଶ୍ବର()  ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ନବ ନିର୍ବାଚିତ ବିଧାୟକମାନେ ଦଳୀୟ କାର୍ୟ୍ୟାଳୟରେ ଏକାଠି ହୋଇ ନବୀନଙ୍କୁ ସେମାନଙ୍କର ନେତା ବାଛିବେ । ଏହା ପରେ ନବୀନ ରାଜଭାବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ଉପସ୍ଥାପନ ସହ ସରକାର ଗଠନ ପାଇଁ…

ରାଜନୀତି ନବୀନଙ୍କ ଠାରୁ ଶିଖ : ଅଳକା

୧୧୨ ବିଧାନସଭା ଓ ୧୨ ଲୋକସଭା ଆସନରେ ବିଜୟୀ ହୋଇ ନବୀନ ନିଜର ଦୃଢ ନେତୃତ୍ୱର ପ୍ରମାଣ ଦେଇଛନ୍ତି । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନବୀନ। ନବୀନଙ୍କ ଏହି ବିଜୟ ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଭିତରେ ଆପ୍ ନେତ୍ରୀ ଅଳକା ଲାମ୍ବା…

ନବୀନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା

ଭୁବନେଶ୍ବର : ୨୦୧୯ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ  ବିଜୟୀ ହୋଇଛନ୍ତି । ଏବେ ତାଙ୍କ ନିକଟକୁ ତାଙ୍କର ସମର୍ଥକ, ପ୍ରଶଂସକ ଏବଂ କାର୍ଯ୍ୟକର୍ତାଙ୍କ ତରଫରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ନବୀନଙ୍କ ଏହି ବିପୁଳ ବିଜୟ ପରେ ତାଙ୍କୁ ଏସଏଚଜି…

ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ କିସ୍ତି

ଭୁବନେଶ୍ବର : ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର 10 ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ । ଏଥିସହିତ ପ୍ରଥମ ଦିନରେ ହିଁ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯିବ । 29ରେ ସରକାର…

ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଶପଥପାଠ ଉତ୍ସବ

ଭୁବନେଶ୍ବର : ଦେଶର ରାଜନୈତିକ ଇତିହାସରେ ଏକ ଆଞ୍ଚଳିକ ଦଳ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାର ନଜିର ସୃଷ୍ଟି କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି 2000 ମସିହାରୁ କ୍ରମାଗତ ଭାବେ ରାଜ୍ୟରେ କ୍ଷମତାର ଡୋରୀ ନିଜ ହାତରେ ରଖୁଆସୁଥିବା ବେଳେ ଦଳ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.