୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା
ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ!-->…
