Odia News Portal

ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ () ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମନ୍ଦିରର ଫାଉଣ୍ଡେଶନ ପାଣ୍ଠି ଏସ୍ବିଆଇ…

ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ଵର()  ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଦେଖିବାକୁ ମିଳିଛି । ତେବେ ଆସନ୍ତା ୭ ତାରିଖ ଯାଏଁ ଏମିତି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।…

ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ() ନିର୍ଭୟା ୪ ଦୋଷୀଙ୍କୁ ୭ ଦିନର ମହଲତ ଦେଲେ ଦିଲ୍ଲୀ ହାଇକୋର୍ଟ ।ଏହା ସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୪ ଦୋଷୀଙ୍କୁ ଅଲଗା ଅଲଗା ନୁହେଁ ବରଂ ଏକ ସଙ୍ଗରେ ପାଶୀ ଦେବାକୁ କୋର୍ଟ କହିଛନ୍ତି । ତେବେ ବାରମ୍ବାର ଅଭିଯୁକ୍ତମାନେ ଆଇନର ଗଳାବାଟ ଦେଇ ଫାଶୀ ଦଂଡାଦେଶକୁ ଘୁଂଚାଉଥିବାରୁ…

ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର()  ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରିୟଙ୍କାଙ୍କ ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା । ସୂରଜ ଯୋଜନାରେ ପରିବାରକୁ ମିଳିବ ସହାୟତା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା…

ବସ ଷ୍ଟାଣ୍ଡରେ ହେବ ସପିଂ ମଲ

ଭୁବନେଶ୍ୱର() ଏଣିକି ସମସ୍ତ ବସ ଷ୍ଟାଣ୍ଡରେ ରହିବ ସପିଂ ମଲ । ଆବଶ୍ୟକ ସ୍ଥଳେ ବଡ଼ ବସଷ୍ଟାଣ୍ଟ ଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ସହରାଂଚଳ ବିକାଶ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ…

ଝଟପଟ୍ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁ ମଟର ମୁଗଲାଇ

ଭୁବନେଶ୍ଵର : ଆଳୁ ମଟର ତରକାରୀ ଖାଇବାକୁ ପ୍ରାୟ ସମସ୍ତେ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଯଦି ଆପଣଙ୍କ ନିକଟରେ କମ୍ ସମୟ ରହିଛି ତେବେ ଆପଣ ଝଟପଟ୍ ଆଳୁ ମଟରରେ ପ୍ରସ୍ତୁତ ମୁଗଲାଇ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ- ଆବଶ୍ୟକୀୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ଇଛାନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। କିନ୍ତୁ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ ସମସ୍ୟା ନିଜ ଉପରକୁ ଆସିପାରେ। ଦ୍ୱିଜା ନକ୍ଷତ୍ର ବ୍ୟବସାୟ,…

କୋରୋନା ଭାଇରସକୁ ଶେଷ କରିବା ପାଇଁ ଚୀନ ଗଲେ ଏହି ଅଭିନେତ୍ରୀ , ଭିଡିଓ କଲେ ସେୟାର

ମୁମ୍ବାଇ() ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତା ନିକଟରେ ରାକ୍ଷୀ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହା ଭାଇରାଲ ହେଉଛି।…

ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର() ଝାରପଡ଼ା ଜେଲରୁ ବାହାରିଲେ IAS  ବିଜୟ କେତନ। ଗତକାଲି ହାଇକୋର୍ଟ ବିଜୟଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରିବା ପରେ ବିଜୟ କେତନ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲି…

ଭୁତର ଟ୍ରେଲର ରିଲିଜ୍ , ଏକାକୀ ଦେଖନ୍ତୁ ନାହିଁ ଏହି ଟ୍ରେଲର

ମୁମ୍ବାଇ() ଅଭିନେତା ବିକ୍କି କୌଶଲଙ୍କ ମୋଷ୍ଟ ଆୱେଟେଡ଼୍ ଫିଲ୍ମ ଭୁତ୍ ପାର୍ଟ ୱାନ୍ : ଦ ହଣ୍ଟେମ୍ ସିପର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। ତେବେ ବହୁ ଲମ୍ବା ସମୟ ପରେ ବଲିଉଡ଼ର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.