Odia News Portal

ଗୀତ ଗାଇଲେ ତାରା

ଭୁବନେଶ୍ୱର() କିଛି ଦିନ ପୂର୍ବରୁ ଟାଇଟାନିକ ପୋଜ ଦେଇ ଚର୍ଚ୍ଚାରେ ଆସିଥିଲେ ବିଧାୟକ ତାରା ବହନୀପତି । ଫିଲ୍ମ ଷ୍ଟାଇଲ ତାରା ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ସହ ଟାଇଟାନିକ ପୋଜ ଦେଇ ଫଟୋ ଉଠାଇଥିଲେ । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଗୀତ ଗାଇ…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ସାରା ରାଜ୍ୟ ଯେମିତି ବରଫ ପାଲଟି ଯାଇଛି । ଆଗକୁ ଆହୁରି ଖସିବ ପାରଦ । ପାଣିପାଗ ବିଭାଗର କହିବା ଅନୁସାରେ ଆଉ ୨-୩ ଦିନ ଜାଡ଼ ଜାରି ରହିବ । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ଶୀତ ବଢିବ । ଅଧିକାଂଶ ସ୍ଥାନରେ ପାରଦ ୪ରୁ ୧୦ ଡିଗ୍ରୀ କମିଛି ।…

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସିକୁ ନେଇ ମୋଦି ସରକାରଙ୍କ ଉପରେ ହମ୍‌ଲା ଚଳାଇଥିବା ବିରୋଧୀ ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ କରିବେ । ଶପଥ ଗ୍ରହଣ ଉତ୍ସବରେ ରାହୁଲ…

ଶୀତଳଭଣ୍ଡାରରେ ଟିଉସନ କରୁଥିବା ଅଧ୍ୟାପକଙ୍କ ତାଲିକା

ଭୁବନେଶ୍ୱର : ୟୁଜିସି ସ୍କେଲରେ ମୋଟା ଅଙ୍କର ବେତନ ଗଣି ନେଉଥିବା କଲେଜ ଅଧ୍ୟାପକଙ୍କ ଘରୋଇ ଟିଉସନ ଉପରେ ରୋକ ଲଗାଇବାପାଇଁ ଆରମ୍ଭ ହୋଇଥିବା ଅଭିଯାନ ଏବେ ଶୀତଳଭଣ୍ଡାରରେ । ଏମାନଙ୍କ ତାଲିକା ପ୍ରସ୍ତୁତ ହୋଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ କିଏ ଏହାକୁ ଚାପିଛି ତାହାକୁ ନେଇ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କ ଠାରୁ ଅର୍ଥ ସାହାଯ୍ୟ ଅଯାତିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ମନେ ମନେ ଭାବୁଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବୃଷ…

ଏଣିକି ସାରା ରାତି ଖୋଲା ରହିବ ସ୍କୁଲ ଘର

ଭୁବନେଶ୍ୱର() ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ କୁହାଯାଇଛି। ଏ ନେଇ…

ଏନ୍ଆଇଏଟିର ପ୍ରତିଷ୍ଠା ଦିବସରେ ଆଧ୍ୟାତ୍ମିକ ଜ୍ଞାନଯଜ୍ଞ

ଭୁବନେଶ୍ୱର : ଏନ୍ଆଇଏଟିର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକବିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର…

ବାପା ହେବାକୁ ଚାହୁଁଛନ୍ତି ଏହି ଅଭିନେତା

ମୁମ୍ବାଇ() ବାପା ହେବାକୁ ଚାହୁଁଛନ୍ତି ସଲମାନ ଖାଁ । ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍ମାନ। ଏହାପରେ ସେ ଖବରଦାତାଙ୍କୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ତନ୍ମଧ୍ୟରୁ ମାମୁ ହୋଇ କିଭଳି ଲାଗୁଛି ବୋଲି ପ୍ରଶ୍ନରେ…

ରାଜନୀତିକୁ ଆସିବେ ସୁରଙ୍କ ପୁଅ

ଭୁବନେଶ୍ୱର()  ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ…

କମ ବୟସ ଯୁବକଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛି

ମୁମ୍ବାଇ()  ଅଭିନେତ୍ରୀ କରୀନା କପୁର ଖାଁଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ରିଲିଜ୍ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ଏକ ସାକ୍ଷାତ୍କାରରେ କରୀନା କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.