Odia News Portal

ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ବିକ୍ଷୋଭକାରୀଙ୍କୁ କିଏ ଦେଲା ଅଧିକାର ?

ମୁମ୍ବାଇ() ଶ୍ରେଷ୍ଠ ନାୟିକା ଭାବେ ପରିଚୟ ଲାଭ କରିଥିବା କଙ୍ଗନା ରାଣାୱତ ନିଜର ଆଗାମୀ ଚଳଚ୍ଚିତ୍ର "ପଙ୍ଗା" ର ଟ୍ରେଲର ରିଲିଜ୍ ଇଭେଣ୍ଟରେ ଯୋଗଦେବା ଅବସରରେ CAAଆଇନକୁ ବିରୋଧ କରି ବିକ୍ଷୋଭ କରୁଥିବା ଲୋକମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

କାଲି ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ ()  ଆସନ୍ତା ୨୬ରେ ସୂର୍ୟ୍ୟପରାଗ ପାଇଁ ଶ୍ରୀମନ୍ଦିର ରାତିସାରା ୨୫ ତାରିଖ ଖୋଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଡିସେମ୍ଵର ୨୬ ସକାଳ ୮ ଘଂଟା ୨୦ ମିନିଟ୍ ୮…

ଦିଲ୍ଲୀ ଭଳି ଓଡ଼ିଶାରେ ବିଜୁଳି ସେବା ଯୋଗଇ ଦେବ ଟାଟା ପାୱାର

ଭୁବନେଶ୍ୱର() ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି। ୨୫ ବର୍ଷ ପାଇଁ ସେସୁକୁ ଲିଜରେ ନେଲା ଟାଟା ପାୱାର ।ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଏକ ସ୍ପେଶିଆଲ ଭେଇକିଲ ଗଠନ କରାଯିବ । ଏଥିରେ ଟାଟା ପାୱାରର ୫୧ ପ୍ରତିଶତ ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ…

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର () ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନ ଅର୍ଥାତ ୧୯ ତାରିଖରେ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ ଓ ସଂସ୍କୃତର ପରୀକ୍ଷା ହେବ ।ସେହିପରି ୨୬ ତାରିଖରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ…

ବଡ ଦିନକୁ ଭିଜାଇବ ବର୍ଷା

ଭୁବନେଶ୍ବର : ବଡ ଦିନକୁ ଭିଜାଇବ ବର୍ଷା। ୨୫ ଓ ୨୬ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଫିକା ପଡିପାରେ ବଡ ଦିନ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଶୀତ ସାଙ୍ଗକୁ ଘନ କୁହୁଡି ମଧ୍ୟ ଆଛାଦିତ ହୋଇ ରହିବ…

ପିଆଜ ପରେ ଏବେ ଆଳୁ ଉପରେ ମହଙ୍ଗା ମାଡ଼

ଭୁବନେଶ୍ବର : ଇଜିପ୍‌ଟରୁ ପିଆଜ ଆସିବା ପରେ ଦର ସାମାନ୍ୟ କମିଛି। ଏବେ ଆଳୁ ଉପରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ଦାଉ ସାଜିଛି। ଗରିବଙ୍କ ଅତ୍ୟାବଶ୍ୟକ ପିଆଜ ଓ ଆଳୁର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସପ୍ତାହକ ତଳେ ଆଳୁ କିଲୋ ପ୍ରତି ୨୦ରୁ ୨୪ ଟଙ୍କା ରହିଥିବା ବେଳେ ବଜାରରେ ଆଳୁ ଦର…

ବିଭାଗ ମୋହ ଆଗରେ ପଦୋନ୍ନତି ତୁଚ୍ଛ, ୧୧ ବର୍ଷ ଧରି ଚଉକି ଛାଡୁ ନାହାନ୍ତି ବାବୁ

ଭୁବନେଶ୍ୱର : ଗୋଟିଏ ଚଉକିରେ ୧୧ବର୍ଷ ଧରି ବସିବାପରେ ତାକୁ ଛାଡିବାକୁ ବାବୁ ନାରାଜ । ଅବସ୍ଥା ଏଭଳି ହୋଇଛି ଯେ ମିଳିଥିବା ପଦୋନ୍ନତିକୁ ମଧ୍ୟ ବାବୁ ତୁଚ୍ଛ କରିଦେଇଛନ୍ତି । ତେବେ ଲୋକସେବାଭବନରେ ଜଣେ ବାବୁ କାହିଁକି ଚଉକି ଛାଡିବାକୁ ନାରାଜ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।…

କିଟ୍‌ରେ ସିନିୟର ଜାତୀୟ ଭଲିବଲ୍‌ ଚାମ୍ପିୟନସିପ୍‌

ଭୁବନେଶ୍ୱର :  ୬୮ତମ ସିନିୟର ଜାତୀୟ ଭଲିବଲ୍‌ (ପୁରୁଷ ଓ ମହିଳା) ଚାମ୍ପିୟନସିପ୍‌ ୨୦୧୯ କିଟ୍‌ ପରିସରରେ ଆସନ୍ତା ୨୫ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି । କିଟ୍‌ ବିଶ୍ୱବିଦ୍ୟାଳୟ, ଭାରତୀୟ ଭଲିବଲ୍‌ ସଂଘ ଓ ଓଡ଼ିଶା ଭଲିବଲ୍‌ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି…

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍, ୩୦ ଛାତ୍ରଛାତ୍ରୀ ଆହତ

ବ୍ରହ୍ମପୁର : ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍ । ଭାରସାମ୍ୟ ହରାଇ ବସ ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦୁର୍ଘଟଣା ପ୍ରରେ…

ଲିଭୁଛି ବିଜେପିର ପଦଚିହ୍ନ !

ଭୁବନେଶ୍ୱର : ଦେଶରୁ ଭାରତୀୟ ଜନତା ପାଟି ର୍(ବିଜେପି)ର ପଦଚିହ୍ନ ଲିଭିବାରେ ଲାଗିଛି । ସାରା ଦେଶକୁ ଗୈରିକ କରିବାକୁ ଦାବି କରୁଥିବା ଦଳ ଉପରୁ ଏବେ  ଦେଶବାସୀ ଆସ୍ଥା ହରାଉଛନ୍ତି । ଝାରଖଣ୍ଡ ନିର୍ବାଚନ ଫଳାଫଳ ପରେ ଏହାର ସଙ୍କେତ ମିଳୁଛି । ତେବେ ଏହାର କାରଣ କଣ, ୨୦୧୯ରେ ଦେଶର ସବୁଠାରୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.