Odia News Portal

ଅଯୋଧ୍ୟା ରାୟ ପୂର୍ବରୁ ନବୀନଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅଳ୍ପ କିଛି ସମୟ ପରେ ଅଯୋଧ୍ୟା ମାମଲାର ଶୁଣାଣି ହେବ । ଏହି ରାୟକୁ ଶୁଣିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଆଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅପିଲ କରିଛନ୍ତି । ଶାନ୍ତି…

ବାତ୍ୟା ଆସିଲେ ବିରୋଧି ଛାନିଆ

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିଲେ ରାଜ୍ୟର ସାଧାରଣ ଲୋକଙ୍କ ଅପେକ୍ଷା ବିରୋଧିଦଳ ଗୁଡିକ ଅଧିକ ଛାନିଆ ହୋଇ ପଡୁଛନ୍ତି । ଏହାର କାରଣ ହେଉଛି ସରକାର ସଫଳ ବାତ୍ୟା ମୁକାବିଲା ସହିତ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଯେଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବିରୋଧିଦଳଙ୍କ ପାଇଁ…

ସ୍ଥଳଭାଗ ମୁହାଁ ବୁଲବୁଲ୍ : ଆଜି ରାତିରେ ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର : ଆଜି ସ୍ଥଳଭାଗରେ ମାଡ଼ ହେବ ସାମୁଦ୍ରିକ ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି । ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ…

ଆଜି ଆସିବ ଆଯୋଧ୍ୟା ରାୟ

ଦିଲ୍ଲୀ : ସୁରକ୍ଷା ବଳୟରେ ଅଯୋଧ୍ୟା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉତ୍ତରପ୍ରଦେଶର ଟେମ୍ପୁଲ ସିଟିରେ ସୁରକ୍ଷା କଡ଼ାକଡ଼ି । ମୁତୟନ ହୋଇଛନ୍ତି ହଜାର ହଜାର ସୁରକ୍ଷା କର୍ମୀ । ରାଜ୍ୟ ପୋଲିସ ସହ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ପହଞ୍ଚିଛନ୍ତି । ଆସନ୍ତା ସପ୍ତାହରେ ଆହୁରି ଅଧିକ…

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ

ଭୁବନେଶ୍ୱର : ବୁଲ୍‌ବୁଲ୍‌ ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଛି। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂହପୁରରେ…

ଫଟା ଓଠରୁ ରକ୍ଷା ପାଇବାର ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍‌ବାମ୍‌ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ ହୋଇଥିବାରୁ ଓଠ ଖରାପ କରିବାର ଯଥେଷ୍ଟ ଆଶଙ୍କା ଥାଏ। ଏହା ସହ ଓଠ କଳା…

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ କରିବା ଦିନଠୁ ନେଇ ପିଲା ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏମିତିରେ ଅନେକ…

ଭାରତ ଆୟୋଜନ କରିଵ ୨୦୨୩ ପୁରୁଷ ହକି ବିଶ୍ୱକପ୍

ନୂଆଦିଲ୍ଲୀ : ୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ୱକପର ଆୟୋଜନ ପାଇଁ ଭାରତକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (ଏଫଆଇଏଚ୍) ଘୋଷଣା କରିଛି । ଏହା ସହ ଭାରତର ଲଗାତାର ଦୁଇ ଥର ବିଶ୍ୱକପ ଟୁର୍ଣ୍ଣାମେଟ ଆୟୋଜନ କରିବର ପ୍ରଥମ ଦେଶ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହ ସାୟଂକାଳୀନ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ,…

ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘଙ୍କ ଜରାସ୍ରମ ନିବାସକୁ ସହାୟତା ରାଶି ପ୍ରଦାନ

ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅଥିତି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.