Odia News Portal

ଅଯୋଧ୍ୟା ରାୟ ପୂର୍ବରୁ ନବୀନଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅଳ୍ପ କିଛି ସମୟ ପରେ ଅଯୋଧ୍ୟା ମାମଲାର ଶୁଣାଣି ହେବ । ଏହି ରାୟକୁ ଶୁଣିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଆଯୋଧ୍ୟା ରାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅପିଲ କରିଛନ୍ତି । ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।