Odia News Portal

ପାରାଦୀପରେ ମାଛ ମଡ଼କ

ପାରାଦୀପସ୍ଥିତ ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ମାଛ ମଡ଼କ। ନଦୀରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି, ଭାକୁର, ଚାଇନା କଉ, ବାଳିଆ ମାଛ ମରି ଭାସୁଥିବାର ଦେଖିବାକୁ ମିଳୁଛି। ମାଛଗୁଡ଼ିକ ମରି ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ବଟନଦୀରେ ମାଛ ମଡ଼କ ଘଟଣା ଚଳିତ ବର୍ଷ…

୭୯ ଜଣ BJD ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ

ଆସନ୍ତା ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ବିଭିନ୍ନ ଜିଲ୍ଲାରେ ତା’ର ସଂଗଠନକୁ ପୁନର୍ଗଠନ କରୁଛି । ନିକଟରେ ଦଳ କିଛି ଜିଲ୍ଲାରେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ଭାବେ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲା । ଆଜି…

ରାହୁଲଙ୍କୁ ଦଣ୍ଡାଦେଶ ମାମଲା; ଆସନ୍ତା ୨୧ରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

ମାନହାନି ମାମଲାରେ ରାହୁଲଙ୍କୁ ଦଣ୍ଡାଦେଶ ମାମଲା । ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ…

ବିଭୂ ସାହୁ ହତ୍ୟା ଘଟଣା, ୬ ଗିରଫ

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ବିଭୂ ସାହୁ ଅପହରଣ ଘଟଣା ଉପରୁ ସୋମବାର ମାର୍ଶାଘାଇ ପୁଲିସ ପରଦା ଉଠାଇଛି । ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମାଷ୍ଟର ଓରଫ ଅମିତ ପ୍ରଧାନ, ମାର୍ଶାଘାଇ ଥାନା ଛନ୍ଦା ପୁରୁଷୋତ୍ତମପୁର ଗ୍ରାମର ମାନସ ଓରଫ ହିରଣ୍ୟ…

ଯାଜପୁର ଜାତୀୟ ରାଜପଥ ଉପରେ ଦବିଲା ବ୍ରିଜ୍

୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ ଛକ ନିକଟରେ ଥିବା ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଛି। ତେବେ ଏଥିରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ବସ ଓ ଟ୍ରକ। ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି। ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ…

ଚାକିରି ନାଁରେ ବଡ଼ ଠକେଇ

 ଷ୍ଟାଫ୍ ସିଲେକ୍ସନ କମିଶନର ସିଜିଏଲ ପ୍ରଶ୍ନପତ୍ର ଡିଲ୍ ଅଭିଯୋଗ ପରେ ବଡ଼ ଧରଣର ଠକେଇ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ ଚଢ଼ଉ ବେଳେ ଜଣେ ମହିଳାଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି । ସାଇବର ଟିମ୍ ଓ ମେରାଇନ୍ ଥାନା ପୁଲିସର ଚଢ଼ଉ ବେଳେ ଏହି…

ହାତୀ ବେକରେ ରେଡିଓ କଲାର

 ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣେଇବ ବନବିଭାଗ । ଗଜସାଥୀ କାର୍ଯ୍ୟକ୍ରମ ସହ ଏଣିକି ଯୋଡି ହେଲା ୩ଟି ନୂଆ କାର୍ଯ୍ୟକ୍ରମ । ରେଡିଓ କଲାରିଂ,ସୋଲାର ପାୱାର ଫେନ୍ତ୍ରିଂ,ହାଇମାକ୍ସ ଲାଇଟ ଲାଗିବ । ହାତୀର…

ଆଜିଠୁ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ…

ହିମାଚଳରେ ପୁଣି ବାଦଲ ଫାଟିଲା: ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ,୨୩ ଗୁରୁତର

ଉତ୍ତରଭାରତ ବିଶେଷ କରି ହିମଚଳପ୍ରଦେଶରେ ମୃତ୍ୟୁ ରଚୁଛି ବର୍ଷା । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି । ଏଥିରେଜ ଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି…

ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ ପୁଅଙ୍କ ଘରେ ଇଡି ଚଢ଼ାଉ

ଇଡି ଟାର୍ଟେଟରେ ତାମିଲନାଡୁର ପୁଣି ଏକ ମନ୍ତ୍ରୀ । ମନି ଲଣ୍ଡରିଂ ମାମଲାରେ ଡିଏମକେ ନେତା ତଥା ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି ଓ ତାଙ୍କ ସାଂସଦ ପୁଅ ଗୌତମ ସିଗାମାଣିଙ୍କ ଘରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଚଢ଼ାଉ କରିଛି । ରାଜ୍ୟ ରାଜଧାନୀ…