Odia News Portal

ଜାତୀୟ ସିନେମା ସଂଗ୍ରହାଳୟ ଲୋକାର୍ପିତ

ମୁମ୍ବାଇ : ଭାରତୀୟ ସିନେମା ଜଗତ ପାଇଁ ଏକ ବଡ଼ ଉପହାର। ମୁମ୍ବାଇରେ ପ୍ରତିଷ୍ଠିତ ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା  ବା ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିନେମା ସହ ଜଡ଼ିତ ଐତିହାସିକ ସ୍ମୃତିକୁ…

ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ୍‌ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ ହୋଇଛି । ଯାହାର ସେ ହିସାବ ଦେଇ ପାରି ନଥିଲେ । ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ତାଙ୍କୁ ଭିଜିଲାନ୍ସ…

ପାର ହେଉଥିବା ବେଳେ କଟିଗଲେ ବାପ-ପୁଅ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରୁପସା ରେଳ ଷ୍ଟେସନରେ ଅଘଟଣ। ରେଳ ଧାରଣା ପାର ହେଉଥିବା ବେଳେ କଟି ଯାଇ ପ୍ରାଣ ହରାଇଲେ ବାପ ଓ ପୁଅ । ମୃତକ ହେଲେ ଯାଜପୁର ଯଖପୁରାର ପାତରାଜୁ ପ୍ରଧାନ ଏବଂ ତାଙ୍କ ପୁଅ ପୂର୍ବ ପ୍ରଧାନ । ମୃତ ଶିଶୁ ପୁତ୍ରର ବୟସ ମାତ୍ର ୫ବର୍ଷ। ଉଭୟ ରୁପସାରୁ ଯାଜପୁର…

ସାମ୍ବାଦିକ ଭାରରେ ବୋହିଲେ ରୋଗୀ ! ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ସ୍ଥିତ ଗୋଇଗୁଡା ଗ୍ରାମର ଘଟଣା । ଗୋଇଗୁଡା ଗ୍ରାମର ସମ୍ବାରି ବଡନାଏକ ନାମକ ଜଣେ ମହିଳା ଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହୁଁଥିଲେ ସୁଦ୍ଧା ଗ୍ରାମକୁ ରାସ୍ତା ନଥିବା ବେଳେ ଭାର କରି ନେବା ପାଇଁ ପ୍ରସ୍ତୁତ…

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା ! ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା, ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀକନକ ବ୍ୟୁରୋ : ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି ।…

ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା: ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । କର୍ମଶାଳାରେ ରାଜ୍ୟ ବାହାରୁ…

ଲାଗିବ ୧୦୧ ଫୁଟ୍ ଉଚ୍ଚତାର ତ୍ରିରଙ୍ଗା ପତାକା !

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଚାରବାଗ୍ ରେଲୱେ ଷ୍ଟେସନରେ ୧୦୧ ଫିଟ୍ ର ଉଚ୍ଚ ତ୍ରିରଙ୍ଗା ଉଡିବ । ଏହି କାମକୁ ୨୬ ଜାନୁଆରୀ ପୂର୍ବରୁ ସାରିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ତ୍ରିରଙ୍ଗାକୁ ଷ୍ଟେସନର ଗାନ୍ଧି ପାର୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି । ରେଳ ମନ୍ତ୍ରାଳୟ ତରଫରୁ…

ଘନ କୁହୁଡିରେ ରାଜଧାନୀ

ଭୁବନେଶ୍ବର : ଆଜି ସକାଳୁ କୁହୁଡିର ବଳୟ ଭିତରେ ଦେଖିବାକୁ ମିଳିଛି ରାଜଧାନୀ । ଘନ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଗାଡି ଚାଳକମାନେ ହେଡଲାଇଟ୍ ଦେଇ ଗାଡି ଚଳାଉଛନ୍ତି। ଜାତୀୟ ରାଜପଥରରେ ବିଭିନ୍ନ ସ୍ଥାନରେ ବଡ ଗାଡି ସବୁ ଅଟକି ରହିଛନ୍ତି । ଚଳିତ…

ଆଜି ଶେଷ ହେବ ଗଙ୍ଗାସାଗର ମେଳା

ବାଲେଶ୍ବର: ବାଲେଶ୍ବର ବଳରାମଗଡ଼ିରେ ଧୁମ୍ ଧାମରେ ଚାଲିଛି ଗଙ୍ଗାସାଗର ମେଳା। ମେଳାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳେ। ଏ ବର୍ଷ ଖୁବୁ ଆଡ଼ମ୍ବର ସହକାରେ ମେଳା ଚାଲିଛି।  ବାଲେଶ୍ବର ବଳରାମଗଡ଼ିରେ ଚାଲିଛି ଗଙ୍ଗାସାଗର ମେଳା। ୫୬ ବର୍ଷ ତଳେ ମତ୍ସଜୀବୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି…

ନବଙ୍କ ପରେ ଯୋଗେଶ ୱିକେଟ ପତନ: ଟେନସନରେ ନିରଞ୍ଜନ

ଭୁବନେଶ୍ବର: ନବଙ୍କ ପରେ ଯୋଗେଶ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଯୋଗେଶ ସିଂ । କାଲି ନିଲମ୍ବନ ପରେ ଆଜି ଦଳରୁ ସେ ଇସ୍ତଫା ଦେଇଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ। ସେହପରି କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.