Odia News Portal

ଏକଲବ୍ୟ ପୁରସ୍କାର ପାଇବେ ଝିଲି

ଭୁବନେଶ୍ୱର() ଆଜି ଏକଲବ୍ୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଭାରତ୍ତୋଳିକା ଝିଲି ଦଳବେହେରାଙ୍କୁ ଏହା ପ୍ରଦାନ କରାଯିବ । ଏହି ପୁରସ୍କାରକୁ ଇମ୍ଫା ତରଫରୁ ପ୍ରଦାନ କରାଯାଇଥାଏ । ଏହି ସମ୍ମାନଜନକ ପୁରସ୍କାରରେ ଝିଲିଙ୍କୁ ନଗଦ ୫ଲକ୍ଷ ଟଙ୍କା ମିଳିବ । ସେହିପରି ମାନପତ୍ର…

ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଉତ୍କଳ ବିଶ୍ଵବିଦ୍ୟାଳୟକୁ ୭୫ ବର୍ଷ ପୁରିଛି। ଏହି ଅବସରରେ ପ୍ଲାଟିନମ୍…

ପୁଣି ବଦଳିବ ଜିଓର ୩୯୯ଟଙ୍କାର ପ୍ଲାନ, ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ()  ନିକଟରେ ରିଲାଏନ୍ସ ଜିଓ ଗ୍ରାହକଙ୍କଠୁ ଆଇୟୁସି ଚାର୍ଜ ନେବା ଆରମ୍ଭ କରି ଦେଇଛି। ଏହା ପରେ ୩୯୯ର ପ୍ଲାନ୍ ଆରମ୍ଭ କରିଛି। ଏଥିରେ ଗ୍ରାହକଙ୍କୁ ୧୦୦୦ ମିନିଟ ଭଏସ୍ କଲ୍ ଏବଂ ଇଣ୍ଟରନେଟ୍ ସେବାର ଲାଭ ଦିଆଯାଉଛି। ହେଲେ ଏହି ଅଫର ଗ୍ରାହକଙ୍କ ଦ୍ବାରା ବିଶେଷ ପସନ୍ଦ କରାଯାଉଛି।…

ସେଞ୍ଚୁରୀମୁହାଁ ପିଆଜ, ଏବେ ରକ୍ତ ଝରାଉଛି ପିଆଜ

ଭୁବନେଶ୍ବର : ସେଞ୍ଚୁରୀମୁହାଁ ପିଆଜ। ୮୦ ପରେ ୯୦ ଟଙ୍କାରେ ପହଞ୍ଚିଛି ପିଆଜ କିଲ। ଯାହକୁ ନେଇ ଲୋକଙ୍କ ଆଖିରୁ ଲୁହ ନୁହେଁ, ଏବେ ରକ୍ତ ଝରାଉଛି ପିଆଜ । ଗତ ଦୁଇ ଦିନ ଭିତରେ ହଠାତ ପିଆଜ ବଜାରରେ ଲାଗିଛି ନିଆଁ । ହଠାତ ଦର ବୃଦ୍ଧି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଯାହକୁ ନେଇ ଉଭୟ…

ଏକାଧିକ ରେକର୍ଡର ଅଧିକାରୀ ହେଲେ କୋହଲି

କୋଲକାତା : କ୍ରିକେଟରେ ବ୍ୟାଟିଂର ରେକର୍ଡ ପର୍ଯ୍ୟାପ୍ତ କରିବାକୁ ଯାଉଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଶନିବାର ଦ୍ୱିତୀୟ ପାଳିରେ ଶତକ ହାସଲ କରି ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ମିଶାଇ ୪୧ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ପୂର୍ବତନ…

ଉଦଘାଟିତ ହେଲା ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ

ଭୁବନେଶ୍ବର :  ଉଦଘାଟିତ ହୋଇଛି ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯ । ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଦିନ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କଳା…

ହେଲମେଟ୍ ପିନ୍ଧି ଗାଡି ଚଳାଇବାକୁ ଗୁହାରୀ କଲେ ଛାତ୍ରଛାତ୍ରୀ

ଯାଜପୁର : ଯାଜପୁର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ବିଭିନ୍ନ ସମୟରେ ସଡକ ସୁରକ୍ଷା ସଂପର୍କିତ ସଚେତନତା ଓ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ରୋକ୍ ଲାଗୁନାହିଁ । ତେବେ ସଚେତନ ନାଗରିକ ମଂଚ ଓ ଜେନାପୁର ପୋଲିସ ମିଳିତ ଉଦ୍ୟମରେ…

ଇଡେନ୍‌ ଗାର୍ଡେନ୍ସରେ ଭାରତର ଦବଦବା, ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ଭାରତ

ଇଡେନ୍‌ ଗାର୍ଡେନ୍ସରେ ଐତିହାସିକ ଡେ-ନାଇଟ୍‌ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି । ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ରହିଛି ଭାରତ । ଭାରତୀୟ ପେସ୍‌ ବୋଲରଙ୍କ ଆଟାକ୍‌ରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬…

ମୁହଁର ଶୁଷ୍କତା ଦୂର ପାଇଁ ଶୀତ ଦିନରେ ବ୍ୟବହାର କରନ୍ତୁ ଏହି ଜିନିଷ

ପାଖେଇ ଆସିଲାଣି ଶୀତ ଦିନ। ଏହି ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ବ୍ୟବହାର କରିବା ବଦଳରେ କିଛି ସହଜ ଓ ଘରୋଇ ଉପାୟ ଆପଣେଇ ପାରିବା। ଜାଣନ୍ତୁ ସେହି…

‘ପାଗଲ୍‍ପନ୍‍ତି’ କାହାଣୀକୁ ନେଇ ନିରାଶ ଦର୍ଶକ

ବମ୍ବେ : ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପାଗଲ୍‍ପନ୍‍ତି’ ଶୁକ୍ରବାର(୨୨ ନଭେମ୍ବର) ମୁକ୍ତିଲାଭ କରିଛି। ଏହି ହାସ୍ୟ ରସାତ୍ମକ ଚଳଚ୍ଚିତ୍ରରେ ବହୁତ ସାରା କୌତୁହଳ ଓ ପାଗଳପଣ ଦେଖିବାକୁ ମିଳିଛି। ମାତ୍ର ଦର୍ଶକଙ୍କୁ ଚଳଚ୍ଚିତ୍ର ଏତେଟା ପସନ୍ଦ ଆସିନାହିଁ।…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.