Odia News Portal

କଥା ନୁହେଁ କାମରେ…ଟିମ ନେଇ ମାଲକାନଗିରିରେ ପାଣ୍ଡିଆନ

ଭୁବନେଶ୍ବର : ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆନ ।  ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର…

ଉପନିର୍ବାଚନ ପାଇଁ ଜୋର ଧରିଲାଣି କ୍ୟାମ୍ପେନିଂ, ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡିଜିପି

ବିଜେପୁର : ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପୁର ଗସ୍ତରେ ଯିବେ ପୋଲିସ ଡିଜି ବି.କେ ଶର୍ମା । ପୂର୍ବାହ୍ନରେ ବରଗଡରେ ପହଞ୍ଚିବା ପରେ ଏସପିଙ୍କ ଅଫିସରେ ବୈଠକ ହେବ । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।…

ରାମେଶ୍ବର ଗାଁରେ ହାତୀ ଉପଦ୍ରବ, ଜଣେ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଟାଙ୍ଗି ରେଞ୍ଜ୍ ଫାର୍ମ ହାଉସ୍ ର କେୟାର ଟେକର୍ ପଙ୍କଜ ବିଶ୍ବାଳ । ସୂଚନାଯୋଗ୍ୟ ଯେ, ଫାର୍ମ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଗୁରୁତର ଆହତ

ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣା। କଟକ- ଭୁବନେଶ୍ୱର ଜାତୀୟ ରାଜପଥ ପ୍ରତାପନଗରୀ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବିଶ୍ୱାଳ ନାମକ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଗୁରୁତର ଆହତ ମାନଙ୍କୁ କଟକ ଏସସିବି…

ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ନୀତି…

ଦୋକାନର କ୍ୟାସ୍‌ କାଉଣ୍ଟର କେଉଁ ଦିଗରେ ରହିଲେ ମିଳିବ ଭଲ ଲାଭ, ଜାଣନ୍ତୁ …

ଭୁବନେଶ୍ୱର : ଦୋକାନ ଖୋଲିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଆଶା ଥାଏ କିପରି ବ୍ୟାପାର ଠିକ ରୂପେ ଚାଲିବ ଓ ସର୍ବଦା ଗ୍ରାହକଙ୍କ ଭିଡ଼ ଲାଗି ରହିବ । କିନ୍ତୁ ଏହିଭଳି ଭାଗ୍ୟ ସମସ୍ତଙ୍କର ହୋଇନଥାଏ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କିଛି ଏପରି କିଛି ଦୋକାନ ରହିଛି, ଯେଉଁଠି ଦିନ ସାରା…

ପ୍ରିୟଙ୍କା ପୁଣି ଭାଇରାଲ୍‌ …

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଏବେ ଭାରତରେ ଅଛନ୍ତି। ବହୁତ ଦିନ ପରେ ‘ସ୍କାଇ ଇଜ୍‌ ଫିଙ୍କ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍ ହୋଇଥିଲା। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ତେଣୁ…

ବୋହୂକୁ ନୁହେଁ, ବାସ୍ତୁକୁ ଦିଅନ୍ତୁ ଦୋଷ

ଭୁବନେଶ୍ୱର : ପୁଅଝିଅଙ୍କ ବାହାଘର କରି ସେମାନଙ୍କ ସୁଖ ସଂସାର ଦେଖିବାକୁ ସବୁ ବାପାମା’ଙ୍କର ଇଚ୍ଛା ଥାଏ। ପୁଅ ଲାଗି ମନଲାଖି ଝିଅ ମିଳିଗଲେ, ନୂଆ ବୋହୂର କିପରି ସ୍ୱାଗତ କରାଯିବ, ସେଥିଲାଗି ସମସ୍ତେ ତତ୍ପର ହୋଇ ଉଠନ୍ତି। ତେଣୁ ଘରର ସାଜସଜା ପ୍ରତି ଗୁରୁତ୍ୱ ଦେଇ ଥାଆନ୍ତି। ନୂଆ ବୋହୂର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପାରିବାରିକ ଅବ୍ୟବସ୍ଥା ବିଷୟ ଚିନ୍ତାକରି କଅଣ କରିବେ ଏବଂ କଅଣ ନ କରିବେ ଏହି ଚିନ୍ତାରେ ମନ ଭଲ ରହିବ ନାହିଁ ।ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ବନ୍ଧୁ ସମ୍ପର୍କ ଫିକା ପଡିଯିବ, ଯାନବାହାନରେ ଅସୁବିଧାର ସମ୍ମୁଖୀନ ହେବେ। କ୍ରମଶଃ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସଂମ୍ପୂର୍ଣ୍ଣ…

ସୁଖ ଓ ଦୁଃଖର ସାଥି ସହ ରାଜଧାନୀ ରାସ୍ତାରେ ଚକର ମାରିଲେ ସାଂସଦ

ଭୁବନେଶ୍ବର () ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ତାଙ୍କ ଭାଗ୍ୟବାନ ତାବିଜ ହେଉଛି ତାଙ୍କ ହିରୋ ହଣ୍ଡୋ ବାଇକ । ଏହି ବାଇକ ହିଁ ତାଙ୍କ ସୁଖ ଓ ଦୁଃଖର ସାଥି । ଯେତେବେଳେ ଦୁର୍ଗାପୂଜା ଆସେ ତାଙ୍କର ଏହି ବାଇକ ପୂଜା ହୁଏ । ପ୍ରତି ବର୍ଷ ଭଳି ଏବର୍ଷ ବି ନିଜେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.