Odia News Portal

ମାର୍ଚ୍ଚ-୨୦ ତାରିଖ ‘ବିଶ୍ୱ ପଖାଳ ଦିବସ’

ପଖାଳ ! ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ…

ଆଜି କେମିତି କଟିବ

ମେଷ: ଆଜି ଆପଣ ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ପ୍ରତି ବିଶେଷ ଭାବରେ ପ୍ରବୃତ୍ତ ଆଗ୍ରହ ଅନୁଭବ କରିବେ । ଅନିଶ୍ଚିତତା ଭାବନା ଯୋଗୁଁ, ଆପଣ ଠୋସ୍ ନିଷ୍ପତ୍ତି ନେଇ ପାରିବେ ନାହିଁ । ଆର୍ଥିକ କାରବାର କିମ୍ବା ଆର୍ଥିକ କାରବାରରୁ ନିବୃତ୍ତ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ ।…

ବ୍ରଜରାଜନଗରେ ଚୈତ୍ର ନବରାତ୍ର ଆରମ୍ଭ

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରସ୍ଥିତ ବିଭିନ୍ନ ମନ୍ଦିରରେ ଚୈତ୍ର ନବରାତ୍ର ଆଜି ଆରମ୍ଭ ହୋଇଛି। ଏହି ଉପଲକ୍ଷେ ମା’ ବ୍ରଜେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ଏକ କଳସ ଶୋଭାଯାତ୍ର ଇବ୍‌ ନଦୀରୁ ପୂଜାର୍ଚ୍ଚନା ପରେ ବାହାରିଥିଲା। ଏହି କଳସ ଶୋଭାଯାତ୍ରାରେ ପ୍ରାୟ ୫୦୦ ଜଣ ମହିଳା ଯୋଗଦେଇ…

ବେଆଇନ ଗୋରୁ ଚାଲାଣ ବେଳେ ପୁଲିସର ବଡ଼ କାର୍ଯ୍ୟନୁଷ୍ଠାନ।

ବଡ଼ଗାଁ ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ବେଳେ ପୁଲିସର ବଡ଼ କାର୍ଯ୍ୟନୁଷ୍ଠାନ। ୮ ଜଣଙ୍କୁ ଗିରଫ କରିବା ସହ ୧୦୫ ଗୋରୁ ଉଦ୍ଧାର ହୋଇଛନ୍ତି। ଗିରଫ ୮ ଜଣଙ୍କ ଠାରୁ ୨ ଟି ବନ୍ଧୁକ, ୧୦ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଲେଖାଏଁ ଖଣ୍ଡା ଓ ଛୁରୀ, ଦୁଇଟି କାର, ୮ଟି ମୋବାଇଲ ଜବତ। ମାରଣାସ୍ତ୍ର ଧରି…

ଚିକିତ୍ସା ଅବହେଳାରୁ ପ୍ରସୁତିଙ୍କ ମୃତ୍ୟୁ 

ଉପଯୁକ୍ତ ଚିକିତ୍ସା ଅଭାବରୁ ଜଣେ ପ୍ରସୂତିଙ୍କ ବାରିପଦା ପିଆରଏମ ମେଡିକାଲ କଲେଜରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକ ପୋଖରୀଆ ଗ୍ରାମର ବୁକାଇ ହାଁସଦାଙ୍କ ସ୍ତ୍ରୀ ପ୍ରସୂତି ବାଲ୍ଲୀ ହାଁସଦା (୨୫) ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ଥାନୀୟ ଆଶା ଗୀତାରାଣୀ…

କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗାଁ ଜଙ୍ଗଲ ନିକଟରୁ ମୃତଦେହ ଠାବ l ଭୁବନ ଥାନା ଅଞ୍ଚଳର ଛାତ୍ରୀ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଗତକାଲି…

ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ଭାଲୁ, ଆଖୁ କିଆରିରେ ପଶି ନଷ୍ଟ କଲା ଚାଷ

ଜନବସତି ମୁହାଁ ଭାଲୁ। ଖାଦ୍ୟ ଅନ୍ବେଷଣରେ ଜନବସତିରେ ଘୁରି ବୁଲୁଛି ଭାଲୁ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ଦୁଇଦିନ ଧରି ଭାଲୁ ଆତଙ୍କ ଖେଳାଇଛି l ରାତି ହେଲେ ଅନକାଡେଲି ଗାଁର ନିକଟ ବଣ୍ଡାବସା ଆଖୁ କିଆରିରେ ପଶି ଆଖୁ ଖାଇ ଚାଷ ନଷ୍ଟ କରୁଛି । ଦିନ ହେଲେ ଜଙ୍ଗଲକୁ ଫେରି ଯାଉଛି ।…

ଡାଲମା ହାଣ୍ଡିରେ ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ

ଡାଲମା ହାଣ୍ଡିରେ ସାପ । ବିଷାକ୍ତ ଖାଦ୍ୟ ଖାଇ ୪୦ ଅସୁସ୍ଥ l କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ଅଭାବନୀୟ ଘଟଣା ଘଟିଛି l ଭାଗବତ ସପ୍ତାହ ଅଵସରରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ୱାର୍ଡରେ ପ୍ରସାଦ ରନ୍ଧା ଯାଇଥିଲା ।…

ସମସ୍ତ ଭାଷାରେ ବ୍ୟାନ୍ ହେଲା ‘ସରକେ ଚୁନର’ ଗୀତ, କ୍ଷମା ମାଗିଲେ ସିଙ୍ଗର ମଙ୍ଗଲୀ

କନ୍ନଡ଼ ଫିଲ୍ମ‘‘କେଡି : ଦ ଡେଭିଲ୍’’ ଏକ ବିବାଦୀୟ ଗୀତକୁ ନେଇ ଏବେ ସିଙ୍ଗର ମଙ୍ଗଲୀ ତାଙ୍କର ନୀରବତା ଭାଙ୍ଗିଛନ୍ତି । ଗୀତର ଲିରିକ୍ସକୁ ନେଇ ସୋସିଆଲ ମିଡିଆରେ ବିରୋଧ ଏବଂ ଉତ୍ତେଜନା ସୃଷ୍ଟି ହେବା ପରେ ମଙ୍ଗଲୀ ଗତକାଲି ସାର୍ବଜନିକ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ।ଏହାରି ମଧ୍ୟରେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଅଡି ବସିଲେ ବିରୋଧୀ, ଚାଲିପାରିଲାନି ଗୃହକାର୍ଯ୍ୟ

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଗୃହରେ SCB ତାତି । ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିଛନ୍ତି । ଗୃହରେ କଂଗ୍ରେସ ଓ ବିଜେଡି ପ୍ରତିବାଦ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଅଚଳାବସ୍ଥାକୁ ଦୂର କରି ଗୃହକୁ…