ନିଖୋଜ ଛାତ୍ରୀଙ୍କ ମୃତଦେହ ଅଖା ଭିତରୁ ମିଳିଲା
ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ ଏତଲା କରିଥିଲେ ପରିବାର…
