ପରିଣୀତି ଦେଲେ ଖୁସି ଖବର, ରାଘବ ଚଢ଼ା କହିଲେ ଏଭଳି କଥା
ଅଭିନେତ୍ରୀ ପରିଣୀତି ଚୋପ୍ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ମା’ ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ଦିନ ଧରି ରାଜଧାନୀ ଦିଲ୍ଲୀରେ ତାଙ୍କ ସ୍ୱାମୀ ରାଘବ ଚଢ଼ାଙ୍କ ବାସଭବନରେ ରହୁଥିଲେ। ବିବାହର ଦୁଇ ବର୍ଷ ପରେ ଏହି ଦମ୍ପତିଙ୍କ ଘରେ…
