ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା
ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ମାନବ ଚାଲାଣ ଘଟଣା । ହ୍ୟୁମାନ ଟ୍ରାଫିକିଂ ଶେଷ ପାଇଁ ଚେଷ୍ଟା ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡ଼ିଶା ପାଇଁ ନୁହେଁ, ସାରା ଦେଶ ପାଇଁ ଅତ୍ୟନ୍ତ…
