ମଝି ଚିଲିକାରେ ଫସିଲା ଡଙ୍ଗା: ବର୍ଷା-ପବନରେ ଯାତ୍ରୀ ଥରଥର, ୨ ଘଣ୍ଟା ପରେ ଉଦ୍ଧାର ହେଲେ
ରବିବାର ମଧ୍ୟାହ୍ନରେ ଚିଲିକାର ଅଥଳ ଜଳରାଶିରେ ଏକ ମୋଟରଚାଳିତ ଯାତ୍ରୀବାହୀ ଡଙ୍ଗା ଦୀର୍ଘ ଦୁଇଘଣ୍ଟା ଧରି ଫସି ରହିଥିଲା। ବର୍ଷାପବନ ସାଙ୍ଗକୁ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ଯାତ୍ରୀମାନେ ଅଥଳ ପାଣି ମଝିରେ ରହି ପ୍ରମାଦ ଗଣିଥିଲେ। ତେବେ ଭଗବାନଙ୍କ କୃପାରୁ ୫୦ ଯାତ୍ରୀଙ୍କ…
