Sign in
Sign in
Recover your password.
A password will be e-mailed to you.
ଓଡିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ପକ୍କା ଘର
କରୋନାର କଠିନ ସମୟରେ ଜନକଲ୍ୟାଣକାରୀ ଯୋଜନା ଗରିବଙ୍କ ସାହାରା ହୋଇଛି : ଧର୍ମେନ୍ଦ୍ର
ଭୁବନେଶ୍ୱର ବାସୀଙ୍କ ପାଇଁ ୫ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ
ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ!-->…
ଏସିଆ କପ୍ ଦୁଇ ବର୍ଷ ପାଇଁ ସ୍ଥଗିତ
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୧ ଇଭେଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଲା ଏସିସି| ଏସୀୟ କ୍ରିକେଟ୍ ପରିଷଦ (ଏସିସି) ରବିବାର ଏହାର ସୂଚନା ଦେଇଛି। ଘାତକ କରୋନା ଭାଇରସ୍ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ!-->…
କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ସୌମ୍ୟଶଙ୍କର ଚକ୍ର
ଭୁବନେଶ୍ୱର: କୋଭିଡ ସେଣ୍ଟରରେ ଚିକିତ୍ସିତ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଯୁବ ବିଜେଡ଼ିର ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ବିଶେଷ କରି ରୋଗୀଙ୍କ ସହ ପରିଜନ ମାନେ ଫୋନରେ କଥା ହେଇ ପାରୁଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ!-->…
ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟାରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର
ଶକ୍ତିମନ୍ତ୍ରୀଙ୍କ ୟାସ ବାତ୍ୟା ପ୍ରସ୍ତୁତି ସମୀକ୍ଷା
ରାଜଧାନୀରେ ଆଜି ୧,୦୪୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀରେ ବୃଦ୍ଧି ପାଉଛି ସଂକ୍ରମଣ । ଆଜି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୧,୦୪୧ କରୋନା ଆକ୍ରାନ୍ତ ।ଏହାକୁ ମିଶାଇ ୬୮,୯୯୭ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୯୦ ଜଣ ଲୋକାଲ କେସ ଥିବା ସମୟରେ କ୍ୱାରାଣ୍ଟାଇନ ସେଣ୍ଟରୁ ୧୫୧ ଜଣ!-->…
ପିଏମ୍ କେୟାର୍ସ ଫଣ୍ଡରୁ ଆଉ ୮ ଅକ୍ସିଜେନ ପ୍ଲାଣ୍ଟ
.ଟ୍ୱିଟ୍ ଯୋଗେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
.ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ
‘ବାତ୍ୟା ୟସ୍’ ମୁକାବିଲା ନେଇ ପୁରୀରେ ସମୀକ୍ଷା ବୈଠକ
ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା (ୟାସ୍)ର ମୁକାବିଲା ପାଇଁ ପୁରୀ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ବାତ୍ୟାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ!-->…
୨୬ରେ ବିରଳ ମହାଜାଗତିକ ଘଟଣା
ଭୁବନେଶ୍ୱର : ପୁଣି ଥରେ ଦେଖାଯିବ ସୁପରମୁନ୍ । ୨୦୨୧ ମସିହାର ଏହା ପ୍ରଥମ ଘଟଣା । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି। ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ପୃଥିବୀର ଅନେକ ଦେଶରେ!-->…