ଭୁବନେଶ୍ୱର: ଗୋଆ ବିପକ୍ଷ ରଣଜୀ ମ୍ୟାଚ୍ରେ ଓଡ଼ିଶା ବିଜୟୀ: ଗୋଆକୁ ୨୭୬ ରନ୍ରେ ହରାଇଲା ଓଡ଼ିଶା, ଓଡ଼ିଶା ପ୍ରଥମ ପାଳି ୩୫୨/୧୦, ଦ୍ୱିତୀୟ ପାଳି ୧୫୧/୧୦, ଗୋଆ ପ୍ରଥମ ପାଳି ୧୧୬/୧୦, ଦ୍ବିତୀୟ ପାଳି ୧୧୧/୧୦, ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ ମ୍ୟାନ୍ ଅଫ ଦି ମ୍ୟାଚ୍,
ମ୍ୟାଚ୍ରେ ଓଡ଼ିଶାକୁ ୬ ପଏଣ୍ଟ ମିଳିଛି
