Odia News Portal

ବଡ଼ ମୁକାବିଲା: ଭାରତର ମ୍ୟାଚ୍ ସମୟ ବଦଳିଲା

ଭୁବନେଶ୍ବର:  ଆଜି ଭାରତ ଖେଳିବାକୁ ଥିବା ନେଦରଲାଣ୍ତ୍ ବିପଷ କ୍ବାର୍ଟରପାଂଇନାଲ୍ ସମୟ ନିର୍ଘଣ୍ଟ ବଦଳିଯାଇଛି । ଏହି ମ୍ୟାଚ୍ ଅପରାହ୍ନ ୪:୪୫ ମିନିଟରେ ଖେଳାଯିବ ବୋଲି ଧାର୍ଯ୍ୟ ଥିଲା । କିନ୍ତୁ ଏହାକୁ ସଂଧ୍ୟା ୭ଟା ସମୟକୁ ଵଦଳିିିଯାଇଛି ।