Odia News Portal

ଦ୍ବିତୀୟ ଟି-ଟ୍ବେଣ୍ଟି : ଭାରତ ବିଜୟୀ, ବିରାଟ କୋହଲି ଅପରାଜିତ ୭୨ ରନ

ମୋହାଲୀ : ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ । ଅଧିନାୟକ ବିରାଟ କେହାଲୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରୀକାକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଖର ଧବନ ୪୦, ରୋହିତ ଶର୍ମା ୧୨ ଓ ପନ୍ଥ ୪ ରନ କରିଥିଲେ।

ବିରାଟ କୋହଲି ଅପରାଜିତ ୭୨ ରନ ଏବଂ ଶ୍ରେୟାସ ଆୟର ୧୬ ରନ କରି ଅପରାଜିତ ରହିଛନ୍ତି । ଭାରତ ୧୯ ଓଭରରେ ୩ ୱିକେଟ ହରାଇ ୧୫୧ ରନ କରିଛି। କେହାଲି ୫୨ଟି  ବଲରୁ ୭୨ ରନ କରିଛନ୍ତି।